ଓଡିଶା

ପ୍ରଥମ ପ୍ରର୍ଯ୍ୟାୟରେ ୭୩.୯୭% ମତଦାନ

(ଭୁବନେଶ୍ୱର) : ରାଜ୍ୟରେ ସରିଲା ପ୍ରଥମ ଦଫା ଲଢ଼େଇ। ଓଡିଶାରେ ପ୍ରଥମ ପ୍ରର୍ଯ୍ୟାୟରେ ୭୩.୯୭% ମତଦାନ ହୋଇଛି। ସେହିପରି ଚତୁର୍ଥ ପର୍ଯ୍ୟାୟରେ ୧୦ ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳର ୯୬ଟି ଲୋକସଭା ଆସନ ପାଇଁ ହୋଇଛି ମତଦାନ। ପଶ୍ଚିମବଙ୍ଗରେ ସର୍ବାଧିକ ୭୮.୩୭% ଭୋଟ୍ ରହିଛି।

ସୂଚନାନୁଯାୟୀ , ଭୋଟର ମତାଦନ କରିଥିବା ବେଳେ ପୂରା ପ୍ରକ୍ରିୟା ଉପରେ ନଜର ରଖିଥିଲେ ନିର୍ବାଚନ କମିଶନ। କିଛି ସ୍ଥାନରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ନିଜ ନିଜ ବୁଥରେ ଭୋଟ ଦେଇଛନ୍ତି ପ୍ରାର୍ଥୀ। କିଛି ସ୍ଥାନରେ ସକାଳେ ଇଭିଏମରେ ତ୍ରୁଟି ଦେଖାଯାଇଥିଲା ତୁରନ୍ତ ଆକ୍ସନକୁ ଆସିଥିଲା ପୋଲିଂ ଟିମ୍। ସେଠାରେ ଇଭିଏମ ବଦଳାଯାଇ ଭୋଟିଂ ଆରମ୍ଭ କରାଯାଇଥିଲା।

Related posts

ବରମୁଣ୍ଡା ଆନ୍ତଃରାଜ୍ୟ ବସ୍ ଟର୍ମିନାଲରେ ଶ୍ରୀ ପାଣ୍ଡିଆନ୍

mahabharatanews

ଆଜି ବନକଲାଗି ନୀତି, ୪ ଘଣ୍ଟା ସାଧାରଣ ଦର୍ଶନ ବନ୍ଦ

mahabharatanews

ପ୍ରବାସୀ ଓଡିଆ ଶ୍ରମିକଙ୍କ ପାଇଁ ଅସ୍ଥାୟୀ ସ୍ଵାସ୍ଥ୍ୟ ଶିବିର ପ୍ରସ୍ତୁତ କଲାଣି ବ୍ଲକ ପ୍ରଶାସନ 

mahabharatanews