ଓଡିଶା

ପ୍ରଥମ ପ୍ରର୍ଯ୍ୟାୟରେ ୭୩.୯୭% ମତଦାନ

(ଭୁବନେଶ୍ୱର) : ରାଜ୍ୟରେ ସରିଲା ପ୍ରଥମ ଦଫା ଲଢ଼େଇ। ଓଡିଶାରେ ପ୍ରଥମ ପ୍ରର୍ଯ୍ୟାୟରେ ୭୩.୯୭% ମତଦାନ ହୋଇଛି। ସେହିପରି ଚତୁର୍ଥ ପର୍ଯ୍ୟାୟରେ ୧୦ ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳର ୯୬ଟି ଲୋକସଭା ଆସନ ପାଇଁ ହୋଇଛି ମତଦାନ। ପଶ୍ଚିମବଙ୍ଗରେ ସର୍ବାଧିକ ୭୮.୩୭% ଭୋଟ୍ ରହିଛି।

ସୂଚନାନୁଯାୟୀ , ଭୋଟର ମତାଦନ କରିଥିବା ବେଳେ ପୂରା ପ୍ରକ୍ରିୟା ଉପରେ ନଜର ରଖିଥିଲେ ନିର୍ବାଚନ କମିଶନ। କିଛି ସ୍ଥାନରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ନିଜ ନିଜ ବୁଥରେ ଭୋଟ ଦେଇଛନ୍ତି ପ୍ରାର୍ଥୀ। କିଛି ସ୍ଥାନରେ ସକାଳେ ଇଭିଏମରେ ତ୍ରୁଟି ଦେଖାଯାଇଥିଲା ତୁରନ୍ତ ଆକ୍ସନକୁ ଆସିଥିଲା ପୋଲିଂ ଟିମ୍। ସେଠାରେ ଇଭିଏମ ବଦଳାଯାଇ ଭୋଟିଂ ଆରମ୍ଭ କରାଯାଇଥିଲା।

Related posts

ଅଲିଭା କାଳି ଷ୍ଟାମ୍ପ ପ୍ରବାସୀଙ୍କ ହାତରେ କ୍ଷତ ସୃଷ୍ଟି କରୁଛି

mahabharatanews

ଆଜି ରାଜି ୯ଟ।।ରୁ ରାଜ୍ୟର ୪ ଜିଲ୍ଲାରେ ୧୪ ଦିନିଆ ଲକଡାଉନ

mahabharatanews

୨୨ ଜିଲ୍ଲାରୁ ୨୦୬ ନୁଆ ଜରୋନା ଆକ୍ରାନ୍ତ ଚିହ୍ନଟ

mahabharatanews