କେନ୍ଦ୍ରାପଡା : କେନ୍ଦ୍ରାପଡା ଜିଲ୍ଲା ରାଜନଗର ଥାନା ଅନ୍ତର୍ଗତ ଜରିମୂଳ ଗାଁରେ ଭୟାବହ ଅଗ୍ନିକାଣ୍ଡ ହୋଇଛି । ଗୁହାଳରେ ନିଆଁ ଲାଗିଯିବା ଫଳରେ ୫ ଗୋରୁ ଜୀଅନ୍ତା ଜଳି ଯାଇଥିବା ସୂଚନା ମିଳିଛି । ଗତକାଲି ବିଳମ୍ବିତ ରାତିରେ ଏହି ଅଗ୍ନିକାଣ୍ଡ ଘଟିଥିଲା । ନିଆଁ ଲାଗିଥିବା ଜାଣିବା ପରେ ଘର ଲୋକେ ପଦାକୁ ବାହାରି ଆସିଥିଲେ । ଖବର ପାଇ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । କିନ୍ତୁ ସେତେବେଳକୁ ଗୁହାଳ ଜଳି ପୋଡି ପାଉଁଶ ହୋଇଥିଲା । ଗୁହାଳରେ ଥିବା ଗୋରୁମାନେ ଜୀବନ୍ତ ଦଗ୍ଧ ହୋଇଥିଲେ । ତେବେ କେଉଁ କାରଣରୁ ନିଆଁ ଲାଗିଥିଲା ତାହା ଏଯାଏ ଜଣାପଡି ନାହିଁ ।
Effets de viagra 25 mg. Ventes de viagra approuvées par la FDA. www.cialispascherfr24.com Acheter viagra à la vente.
