ଓଡିଶା

ପୁରୀରେ ପହଞ୍ଚିଲେ ୫-ଟି ସଚିବ

ପୁରୀ: ପୁରୀରେ ପହଞ୍ଚିଲେ ୫-ଟି ସଚିବ । ସୁପ୍ରିମକୋର୍ଟଙ୍କ ରାୟ ପରେ ପୁରୀରେ ପହଞ୍ଚିଲେ ୫-ଟି ସଚିବ ଭି.କେ ପାଣ୍ଡିଆନ ଓ ବିଜେଡ଼ି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ । ଉଭୟ ମହାପ୍ରଭୁଙ୍କୁ ଦର୍ଶନ କରିବା ସହ ପ୍ରକଳ୍ପ କାମର ସମୀକ୍ଷା କରିବେ ।

ଦର୍ଶନ ପରେ ଗଣମାଧ୍ୟମ ସାମ୍ନାରେ ପ୍ରତିକ୍ରିୟା ରଖିଛନ୍ତି ପ୍ରଣବ ପ୍ରକାଶ ଦାସ ।ବିଶ୍ୱନିୟନ୍ତା ନିଜ କାମ ନିଜେ କରୁଛନ୍ତି । ସେ ସତ୍ୟ, ସେ ପୂର୍ଣ୍ଣ । ପ୍ରଭୁ ଯାହା ଚାହୁଁଛନ୍ତି ସେଭଳି କାମ ହେଉଛି ବୋଲି କହିଛନ୍ତି ବିଜେଡ଼ି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ।

 

Related posts

ଓଡ଼ିଶାରେ ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

mahabharatanews

ମାର୍କେଟ ବିଲ୍ଡିଂ ବନ୍ଦ:  ସମାଧାନ ନହେଲେ ଭୁବନେଶ୍ୱର ବନ୍ଦ ପାଇଁ ଚେତାବନୀ

mahabharatanews

୨୬ରେ ଯୁକ୍ତ ଦୁଇ ପରୀକ୍ଷା ଫଳ

mahabharatanews