ଭାରତ

ଆସାମ ବାତ୍ୟା : ଏବେ ବି ପାଣି ଘେରରେ  ୪ ଲକ୍ଷରୁ ଅଧିକ ଲୋକେ 

(ଆସାମ) : ଏବେ ବି ଆସାମରେ ବନ୍ୟା ଯୋଗୁ ବର୍ତ୍ତମାନ ସୁଦ୍ଧା ୪ ଲକ୍ଷରୁ ଅଧିକ ଲୋକ ଏଥିରେ ପ୍ରଭାବିତ ହୋଇଛନ୍ତି।  ୧୫ଟି ଜିଲ୍ଲା ବନ୍ୟା ପୀଡ଼ିତ ହୋଇଛି। ସରକାର ‌ଉଦ୍ଧାର ଏବଂ ରିଲିଫ କାର୍ଯ୍ୟକୁ ଜୋରଦାର କରିଛନ୍ତି।

ସୂଚନାନୁଯାୟୀ , ୧୦ଟି ଏନଡିଆର୍‌ଏଫ୍‌ ଟିମ୍ ବନ୍ୟା ପ୍ରଭାବିତ ଅଞ୍ଚଳରେ ମୁତୟନ ହୋଇ ଉଦ୍ଧାର କାର୍ଯ୍ୟ ଚଳାଇଛନ୍ତି। ବର୍ତ୍ତମାନ ସୁଦ୍ଧା ସେମାନେ ୧୨୩ ଲୋକଙ୍କ ସମେତ ଅନେକ ପଶୁଙ୍କୁ ସୁରକ୍ଷିତ ସ୍ଥାନକୁ ନେଇଛନ୍ତି। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବ ଶର୍ମାଙ୍କ ସହିତ କଥା ହୋଇ ସମସ୍ତ ପ୍ରକାର ସହାୟତା ଯୋଗାଇ ଦେବା ନେଇ ସ୍ୱଷ୍ଟ କହିଛନ୍ତି ।

Related posts

ବିଶ୍ୱ ବଜାରରେ କମୁଛି ଅଶୋଧିତ ତୈଳ ଦର

mahabharatanews

ଅଳ୍ପକେ ବର୍ତ୍ତିଲେ କର୍ଣ୍ଣାଟକ କଂଗ୍ରେସ ମୁଖ୍ୟ ଡିକେ ଶିବ କୁମାର

mahabharatanews

ବଜେଟରେ ମହିଳାଙ୍କୁ ବଡ଼ ଉପହାର, କର୍ମଜୀବୀଙ୍କ ପାଇଁ ହଷ୍ଟେଲ ସୁବିଧା

mahabharatanews