ଓଡିଶାରାଜନୀତି

ପ୍ରଣବଙ୍କୁ ସ୍ୱାଗତ କଲେ ପୂର୍ବତନ ସମ୍ପାଦକ ଆଶ୍ରିବାଦ ବେହେରା

ଭୁବନେଶ୍ୱର( ହରପ୍ରସାଦ ବିଷୋଇ):-OCA ସଭାପତି ଭାବେ ନିର୍ବାଚିତ ହେଲା ପରେ କଟକ ସ୍ଥିତ OCA କାର୍ଯ୍ୟାଳୟ ରେ ପଂହଁଚିଲେ ପ୍ରଣବ ପ୍ରକାଶ ଦାସ । ପ୍ରଣବଙ୍କୁ ସ୍ୱାଗତ କଲେ ପୂର୍ବତନ ସମ୍ପାଦକ ଆଶ୍ରିବାଦ ବେହେରା । OCA ସଭାପତି ନିର୍ଦ୍ୱନ୍ଦରେ ନିର୍ବାଚିତ ହେଲା ପରେ ପ୍ରଣବଙ୍କ ପ୍ରତିକ୍ରିୟା ।  ଯେଉଁମାନେ ସହଯୋଗ କରିଛନ୍ତି ସମସ୍ତଙ୍କୁ ଧନ୍ୟବାଦ ଦେଉଛି । କ୍ରିକେଟ ଏକ ଲୋକପ୍ରିୟ ଖେଳ, ମୁଖ୍ୟମନ୍ତ୍ରଙ୍କ ଇଚ୍ଛା ଅଛି , ଓଡିଶାକୁ କ୍ରୀଡା ହବ କରିବା ପାଇଁ ତାଙ୍କ ତତ୍ୱବଧାନରେ କାର୍ଯ୍ୟ କରାଯିବ, ସମସ୍ତ ସଦସ୍ୟଙ୍କୁ ନେଇ କାର୍ଯ୍ୟ କରିବି, ରାଜ୍ୟର ବୃହତମ ଦଳର ମୁଁ ଜଣେ କର୍ମୀ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଠାରୁ ଶିଖିଛି ସମସ୍ତଙ୍କୁ ସାଙ୍ଗରେ ନେଇ କେଉଁଭଳି ଶୃଙ୍ଖଳିତ କାର୍ଯ୍ୟ କରିବି ।

Related posts

ନଭେମ୍ବର ୨୭ରୁ ଆରମ୍ଭ ହୋଇପାରେ ଶୀତ ଅଧିବେଶନ

mahabharatanews

ସମ୍ମାନ: ଗଲୱାନ ଘାଟି ସହିଦଙ୍କ ନାମ ଜାତୀୟ ଯୁଦ୍ଧ ସ୍ମାରକରେ ଉଲ୍ଲେଖ ହେବ

mahabharatanews

ରାଜ୍ୟରେ ବିଜୁଳି ଘଡଘଡି ସହ ବର୍ଷା ଆଲର୍ଟ 

mahabharatanews