ଓଡିଶାରାଜନୀତି

କଂଗ୍ରେସରୁ ଇସ୍ତଫା ଦେଲେ ପୂର୍ବତନ ବିଧାୟକ ଅଂଶୁମାନ ମହାନ୍ତି

ଭୁବନେଶ୍ୱର: କଂଗ୍ରେସ ଛାଡିଲେ ଅଂଶୁମାନ ମହାନ୍ତି । କଂଗ୍ରେସରୁ ଇସ୍ତଫା ଦେଲେ ପୂର୍ବତନ ବିଧାୟକ ଅଂଶୁମାନ ମହାନ୍ତି ।ରାଜନଗର ପୂର୍ବତନ ବିଧାୟକ ବିଧାୟକ ଅଂଶୁମାନ ବରିଷ୍ଠ କଂଗ୍ରେସ ନେତା ନଳିନୀ ମହାନ୍ତିଙ୍କ ପୁଅ । ୨୦୧୪ ମସିହାରେ କଂଗ୍ରେସ ଦଳରୁ ରାଜନଗର ବିଧାୟକ ଭାବରେ ନିର୍ବାଚିତ ହୋଇଥିଲେ । ରାହୁଲ ଗାନ୍ଧିଙ୍କ ଭାରତ ଯୋଡ ନ୍ୟାୟ ଯାତ୍ରାରେ ସକ୍ରିୟ ଭୂମିକା ନେଇଥିଲେ ଅଂଶୁମାନ । କୁତ୍ରା, ବଡ ଗାଁ, ରାଉରକେଲା ଓ ସୁନ୍ଦରଗଡର ନ୍ୟାୟ ଯାତ୍ରାରେ ଯୋଗ ଦେଇଥିଲେ । ଏବେ ସେ ବିଜେପିରେ ଯୋଗ ଦେବା ନେଇ ଖୁବ ଚର୍ଚ୍ଚ ହେଉଛି । ତେବେ ଏହାକୁ ନେଇ ବିଜେପି କିମ୍ବା ଅଂଶୁମାନ ମହାନ୍ତିଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳି ପରିନାହିଁ

Related posts

ଆଉ ୪ ପଜିଟିଭ ପରେ ସଂକ୍ରମିତଙ୍କ ସଂଖ୍ୟା ୪୮

mahabharatanews

ଭିଡିଓ କନଫରେନ୍ସିଂରେ ଆଠଗଡ ବସଷ୍ଟାଣ୍ଡର ନୂତନ ଭିତ୍ତିପ୍ରସ୍ତର ସ୍ଥାପନ

mahabharatanews

କୋରନା ମୁକାବିଲା: ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡକୁ ସହାୟତା

mahabharatanews