ମନୋରଞ୍ଜନ

ରିଲିଜ ହେଲା ସନ୍ନି ଦେଓଲ୍‌ଙ୍କ ଅଭିନୀତ ‘ଗଦର-୨’ 

(ମୁମ୍ବାଇ) : ସନ୍ନି ଦେଓଲ୍‌ଙ୍କ ଅଭିନୀତ ଚଳଚ୍ଚିତ୍ର ‘ଗଦର୍‌: ଏକ୍‌ ପ୍ରେମ୍‌ କଥା’ର ଦ୍ବିତୀୟ ଭାଗ ‘ଗଦର-୨’ ଅଗଷ୍ଟ ୧୧ ତାରିଖରେ ମୁକ୍ତିଲାଭ କରିବେ। ଏହାର ପ୍ରମାଣ ଆଡ୍‌ଭାନ୍ସ ଟିକେଟ୍‌ ବୁକିଂରୁ ଜଣାପଡ଼ୁଛି। ଆଜକୁ ୧୦  ଦିନ ହେଲା ଚଳଚ୍ଚିତ୍ରର ଆଡ୍‌ଭାନ୍ସ ବୁକିଂ ଆରମ୍ଭ ହୋଇଯାଇଛି ।

ସୂଚନାନୁଯାୟୀ , ମଙ୍ଗଳବାର ଅଗଷ୍ଟ ୮ ତାରିଖ ସଂଧ୍ୟା ସାଢ଼େ ୫ ସୁଦ୍ଧା ସାରା ଦେଶରେ ‘ଗଦର-୨’ର ୧୩୭୮୯୪ଟି ଟିକେଟ ବିକ୍ରି ହୋଇସାରିଛି।  ଅର୍ଥାତ ଏହି ଚଳଚ୍ଚିତ୍ରକୁ ୧୮ ବର୍ଷରୁ କମ୍‌ ପିଲାମାନେ ଦେଖିପାରିବେ ନାହିଁ। ଏଥିସହ ରାଜଧାନୀର ମହାରାଜା ହଲ୍‌ରେ ‘ଗଦର -୨’ର ୨ଟି ଓ ‘ଓଏମ୍‌ଜି-୨’ର ୨ଟି ଲେଖାଏ ସୋ’ ପଡ଼ିବ ବୋଲି ସୂଚନା ମିଳିଛି ।

 

 

 

Related posts

ରଶ୍ମିକା-ବିଜୟ ପୁଣି ହେଲା ପ୍ୟାଚ୍ଅପ୍

mahabharatanews

ଇଡିକୁ ୨ସପ୍ତାହର ସମୟ ମାଗିଲେ ରଣବୀର 

mahabharatanews

’ମୁଁ ଏଠାରେ ଅଛି, ଜୀବନ୍ତ’:ଅଭିନେତୀ ମଡେଲ୍‌ ପୁନମ

mahabharatanews