ଭାରତ

ସ୍ଥଗିତ ରହିଲା ମିଶନ ଗଗନୟାନ ପରୀକ୍ଷଣ

(ଦିଲ୍ଲୀ) : ସ୍ଥଗିତ ରହିଲା ମିଶନ ଗଗନୟାନ ପରୀକ୍ଷଣ । ଉତକ୍ଷେପଣର ୫ ସେକେଣ୍ତ ପୂର୍ବରୁ ଅଟକିଲା ପରୀକ୍ଷଣ । ପରୀକ୍ଷଣ ସ୍ଥଗିତ ନେଇ ଇସ୍ରୋ ଅଧ୍ୟକ୍ଷ ଦେଲେ ସୂଚନା । ବୈଷୟିକ କାରଣରୁ ସ୍ଥଗିତ ରହିଥିବା ନେଇ ସୂଚନା । ଲଞ୍ଚ୍ ଭେହିକିଲ୍ ସଂପୂର୍ଣ୍ଣ ସୁରକ୍ଷିତ ରହିଛି । ତେବେ ଖୁବ ଶୀଘ୍ର ପରୀକ୍ଷଣ ନେଇ ନୂଆ ତାରିଖ ଘୋଷଣା କରାଯିବା ନେଇ ସୂଚନା ଦେଲେ ଇସ୍ରୋ ଅଧ୍ୟକ୍ଷ ।

ସୂଚନାନୁଯାୟୀ , ବୈଷୟିକ ସମସ୍ୟା ଯୋଗୁ ପରୀକ୍ଷଣର ୫ ସେକେଣ୍ତ ପୂର୍ବରୁ ପରୀକ୍ଷଣକୁ ସ୍ଥଗିକ ରଖାଯାଇଛି । ତେଣୁ ପରୀକ୍ଷଣ ହେବାକୁ ଥିବା ଟେଷ୍ଟ ଭେଇକିଲ୍ ସୁରକ୍ଷିତ ଅଛି । ବୈଷୟିକ ସମସ୍ୟା ରହିଛି ଯାହା ଜାଞ୍ଚ୍ କରାଯିବ । ଏହାପରେ ପୁଣିଥରେ ଏହାର ପରୀକ୍ଷଣ କରାଯିବା ନେଇ ସୂଚନା ଦେଇଛନ୍ତି ସୋମନାଥ । ବର୍ତ୍ତମାନ ପରବର୍ତ୍ତୀ ସମୟରେ କେବେ ଉଦକ୍ଷେପଣ ହେବା ତାହା ସ୍ଥିର କରାଯାଇ ନାହିଁ ବୋଲି ଇସ୍ରୋ ମୁଖ୍ୟ ସୋମନାଥ ସୂଚନା ଦେଇଛନ୍ତି । ଲଞ୍ଚ୍ ପ୍ରକ୍ରିୟାରେ କୌଣସି କାରଣ ପାଇଁ ସମସ୍ୟା ସୃଷ୍ଟି ହେବାରୁ ଲଞ୍ଚିଂ ପ୍ରକ୍ରିୟା ରୋହି ଦିଆଯାଇଛି । ଆମେକୁ ମାନୁଆଲ ଭେବେ ଏହି ତ୍ରୁଟି ବିଶ୍ଳେଷଣ କରିବା ପାଇଁ ପଡିବ । ବର୍ତ୍ତମାନ କେଉଁଠି ତ୍ରୁଟି ରହିଲା ଆମ ଟିମ୍ ବିଶ୍ଳେଶଣ କରିବ ଏବଂ ଖୁବ ଶୀଘ୍ର ତାହାକୁ ସଂଶୋଧନ କରାଯିବ ।

Related posts

ମଞ୍ଜାଦିଆ ସୂତା ଲାଗି ଜଣେ ସେନା ମୃତ୍ୟୁ

mahabharatanews

କେଜ୍ରିୱାଲ ଜେଲରୁ ସରକାର ଚଳାଇବାକୁ ଅନୁମତି

mahabharatanews

ଆଜି କେଜ୍ରିୱାଲ୍‌ଙ୍କ ମାଆବାପାଙ୍କୁ ପଚରାଉଚରା କରିବ ପୁଲିସ୍‌

mahabharatanews