ଓଡିଶା

ପୁଣି ବଢ଼ିଲା ସୁନା ଦର

(ଭୁବନେଶ୍ୱର):  ବିବାହ ଦିନ ପାଖେଇ ଆସୁଥିବାବେଳେ ଦିନକୁ ଦିନକୁ ସୁନାର ଦାମ୍ ବୃଦ୍ଧି ପାଉଛି । ତେବେ ଆଜି ସୁନା କାରବାରରେ ପରିବର୍ତ୍ତନ ହୋଇଛି । ରାଜଧାନୀରେ ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୬୧,୮୦୦ ରହିଛି । ସେହିପରି ୨୨ କ୍ୟାରେଟ୍‌ ସୁନାର ମୂଲ୍ୟ ଆଜି ୧୦ ଗ୍ରାମ ପିଛା ୫୬,୬୫୦ ଟଙ୍କା ରହିଛି । ୨୨ କ୍ୟାରେଟ୍‌ ସୁନାର ମୂଲ୍ୟ ୧ଗ୍ରାମ୍ ପିଛା ୫,୬୬୫ ଟଙ୍କା ହୋଇଥିବା ବେଳେ ୮ଗ୍ରାମ ପିଛା ୪୫,୩୨୦ ଟଙ୍କା  ରହିଛି।

କଟକରେ ମଧ୍ୟ ସୁନା ଦରରେ ପରିବର୍ତ୍ତନ ଦେଖିବାକୁ ମିଳିଛି   ୨୨ କ୍ୟାରେଟ୍‌ ସୁନାର ମୂଲ୍ୟ ଗ୍ରାମ ପିଛା ୫,୬୬୫ ଟଙ୍କା ହୋଇଥିବାବେଳେ ୮ ଗ୍ରାମ୍ ପିଛା ୪୫,୩୨୦ ଟଙ୍କା ରହିଛି।

Related posts

ଜନତା କର୍ଫ୍ୟୁକୁ ସମର୍ଥନ: ସହର ବଜାର ବନ୍ଦ

mahabharatanews

‘ଦକ୍ଷତା ବୃଦ୍ଧି ମାନପତ୍ର ଚାକିରି କ୍ଷେତ୍ରରେ ସୁବିଧା ଆଣିଦେବ’

mahabharatanews

ନିଶ୍ଚିତ ମୃତ୍ୟୁରୁ ବଞ୍ଚିଲେ ୫ ଜଣ

mahabharatanews