ଅପରାଧ

ଦୁର୍ବୃତ୍ତଙ୍କ ଗୁଳିମାଡରେ ସୁନା ଦୋକାନ କର୍ମଚାରୀଙ୍କ ମୃତ୍ୟୁ

ରାଉରକେଲା : ରାଉରକେଲା ପାଲଟିଛି ଅପରାଧୀଙ୍କ ଆଡ୍ଡା ସ୍ଥଳି । ପୁଣି ଗୁଳିକାଣ୍ଡ କରି ଲୁଟି ନେଲେ ଲକ୍ଷା ଦିକ ଟଙ୍କାର ସୁନା ଗହଣା । ଶୁକ୍ରବାର ବିଳମ୍ବିତ ରାତିରେ ଏସ୍ ଟିଆଇ ଫ୍ଲାଏ ଓଭର ପାଖରେ ଥିବା ସୁନା ଦୋକାନ କର୍ମଚାରୀ ସରୋଜ ସାହୁଙ୍କୁ ୩ ଜଣ ଦୁର୍ବୃତ୍ତ ଗୁଳିମାଡ କରି ଲକ୍ଷା ଦିକ ଟଙ୍କାର ସୁନା ଗହଣା ଲୁଟ୍ କରିଥିଲେ । ସରୋଜଙ୍କ ପେଟ ଓ ମୁଣ୍ଡରେ ଗୁଳି ବାଜିଥିଲା । ସରୋଜଙ୍କୁ ଗୁରୁତର ଅବସ୍ତାରେ ଓଏଐରେ ଭର୍ତ୍ତି କରାଯାଥିଲା । ହେଲେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଛନ୍ତି । ୩ ଜଣ ଦୁର୍ବୃତ୍ତ ଗୁଳିମାଡ କରି ଫେରାର ହୋଇଯାଇଥିବା ସୂଚନା ମିଳିଛି । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଛାନ୍ଭିନ୍ ଜାରି କରୁଛି ।

Related posts

ଯୁବତୀଙ୍କର କି ରାଗ ! ପ୍ରେମିକ ଘରେ ନିଆଁ ଲଗାଇଲା ପ୍ରେମିକା

mahabharatanews

ବିଜେପି ନେତା ମର୍ଡର ଘଟଣା: ସିନ ରିକ୍ରିଏଟ ବେଳେ ମିଳିଲା ଖଣ୍ଡା

mahabharatanews

ନିର୍ଭୟ ହତ୍ୟାକାରୀ

mahabharatanews