ଅପରାଧ

ଦୁର୍ବୃତ୍ତଙ୍କ ଗୁଳିମାଡରେ ସୁନା ଦୋକାନ କର୍ମଚାରୀଙ୍କ ମୃତ୍ୟୁ

ରାଉରକେଲା : ରାଉରକେଲା ପାଲଟିଛି ଅପରାଧୀଙ୍କ ଆଡ୍ଡା ସ୍ଥଳି । ପୁଣି ଗୁଳିକାଣ୍ଡ କରି ଲୁଟି ନେଲେ ଲକ୍ଷା ଦିକ ଟଙ୍କାର ସୁନା ଗହଣା । ଶୁକ୍ରବାର ବିଳମ୍ବିତ ରାତିରେ ଏସ୍ ଟିଆଇ ଫ୍ଲାଏ ଓଭର ପାଖରେ ଥିବା ସୁନା ଦୋକାନ କର୍ମଚାରୀ ସରୋଜ ସାହୁଙ୍କୁ ୩ ଜଣ ଦୁର୍ବୃତ୍ତ ଗୁଳିମାଡ କରି ଲକ୍ଷା ଦିକ ଟଙ୍କାର ସୁନା ଗହଣା ଲୁଟ୍ କରିଥିଲେ । ସରୋଜଙ୍କ ପେଟ ଓ ମୁଣ୍ଡରେ ଗୁଳି ବାଜିଥିଲା । ସରୋଜଙ୍କୁ ଗୁରୁତର ଅବସ୍ତାରେ ଓଏଐରେ ଭର୍ତ୍ତି କରାଯାଥିଲା । ହେଲେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଛନ୍ତି । ୩ ଜଣ ଦୁର୍ବୃତ୍ତ ଗୁଳିମାଡ କରି ଫେରାର ହୋଇଯାଇଥିବା ସୂଚନା ମିଳିଛି । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଛାନ୍ଭିନ୍ ଜାରି କରୁଛି ।

Related posts

କଟକରେ ନକଲି ମେଡିସିନ କାରବାର ମାମଲାରେ ଆତ୍ମସମର୍ପଣ କଲେ ଅଭିଯୁକ୍ତ

mahabharatanews

ସ୍ୱତନ୍ତ୍ର ଅଦାଲତରେ ତ୍ୱରିତ ବିଚାର ଓ ବଳାତ୍କାରୀଙ୍କୁ ଫାଶୀ ଦିଆଯାଉ : ରାଜ୍ୟ କଂଗ୍ରେସ

mahabharatanews

ସୂଚନା ଅଧିକାର କର୍ମୀଙ୍କୁ ଗୁଳିକରି ହତ୍ୟା

mahabharatanews