ଓଡିଶାଖେଳ

ବାଲୁୁକା ଶିଳ୍ପିରେ ହକି ଟିମଙ୍କୁ ଶୁଭେଛା

(ଜୟନ୍ତ କୁମାର ସେଠୀ / ଗୋପ) ; ଏତିହାସ ରଚିଲା ପୁରୁଷ ହକି ଦଳ । ଟୋକିଓ ଅଲମ୍ପିକ ରେ ଭାରତର ପୁରୁଷ ହକି ଟିମ ବ୍ରୋଞ୍ଚ ପଦକ ହାସଲ କରିଛି । ତେବେ ଏଥିପାଇଁ ସାରା ଦେଶ ବାସୀ ଏବେ ଟିମ କୁ ଶୁଭେଚ୍ଛା ଓ ପ୍ରଶଂସା କରୁଥିବା ବେଳେ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ବାଲୁକା ଚିତ୍ରକଳା ମାଧ୍ୟମରେ ହକି ଟିମକୁ ଶୁଭେଚ୍ଛା ଦେଇଛନ୍ତି। ପୁରୀ ବେଳାଭୂମିରେ ସୁଦର୍ଶନ ଏହି ସୁନ୍ଦର ବାଲୁକା ଚିତ୍ରକଳା ଟି କରି ଏହି ଐତିହାସିକ ବିଜୟ ର ଶୁଭେଚ୍ଛା ଦେଇଛନ୍ତି ।

Related posts

ବ୍ରେଣ୍ଡନ୍‌ ମ୍ୟାକଲମ୍‌ଙ୍କ ଉପରେ ପୁନଃ ଆସ୍ଥା ପ୍ରକଟ କରିଛି ଇସିବି

mahabharatanews

୨୮ରେ ଆସୁଛି ଆଉ ଏକ ଲଘୁଚାପ: ସ୍କାଏମେଟ

mahabharatanews

ବ୍ରିଜ ଉପରୁ ଖସିଲା ଘର ଉପରେ ପଡିଲା ଟ୍ରକ

mahabharatanews