ରାଜନୀତି

ଗୁଜୁରାଟର ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା

(ଗୁଜୁରାଟ) ; ଇସ୍ତଫା ଦେଲେ ଗୁଜୁରାଟ ମୁଖ୍ୟମନ୍ତ୍ରୀ ବିଜୟ ରୁପାଣୀ । ରାଜ୍ୟପାଳଙ୍କ ସହ ଭେଟିବା ପରେ ଦେଲେ ଇସ୍ତଫା । ସେ ପ୍ରାୟ ୫ ବର୍ଷ ହେବ ମୁଖ୍ୟମନ୍ତ୍ରୀ ପଦରେ ରହିଥିଲେ । ଗୁଜୁରାଟ ନିର୍ବାଚନ ୨୦୨୨ରେ ହେବାକୁ ଥିବା ବେଳେ ପଦରୁ ହଟିଲେ ରୁପାଣୀ । ଇସ୍ତଫା ଦେଇଥିବା ନେଇ ଗଣାମାଧ୍ୟମ ଆଗରେ ପ୍ରତିକ୍ରିୟା ରଖିଛନ୍ତି । ବିଜୟ ରୁପାଣୀ କହିଛନ୍ତି ଦଳ ମତେ ଯେଉଁ ଦାୟିତ୍ୱ ଦେବ ମୁଁ ତାହା ନିର୍ବାହ କରିବି । ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ ହେବ ତାହା ଦଳ ନିଷ୍ପତି କରିବ ।

 

Related posts

ବାଲାଟ ପେପର ନିର୍ବାଚନକୁ ଖାରଜ କଲେ ସୁପ୍ରିମକୋର୍ଟ

mahabharatanews

ବିଧାୟକ ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜଙ୍କ ପାଇଁ ପ୍ରଚାର କରିବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

mahabharatanews

ରାତି ପାହିଲେ ଆସିବ ୫ଟି ରାଜ୍ୟର ବିଧାନସଭା ନିର୍ବାଚନ ଫଳ

mahabharatanews