ମନୋରଞ୍ଜନ

ଓଟିଟିରେ ଫିଲ୍ମ ‘ଗୁଣ୍ଟୁର କାରମ’

(ମୁମ୍ବାଇ) :  ସାଉଥ ସିନେମାର ସୁପରଷ୍ଟାର ମହେଶ ବାବୁଙ୍କ ଆକ୍ସନ୍ ଥ୍ରୀଲର ଫିଲ୍ମ ‘ଗୁଣ୍ଟୁର କାରମ’ ୨୦୨୪ ବର୍ଷ ଆରମ୍ଭରୁ ରିଲିଜ ହୋଇଥିବାବେଳେ ଏବେ ଓଟିଟିରେ ରିଲିଜ ହର୍ବ ବୋଲି ସୂଚନା ମିଳିଛି । ଯାହା ପରେ ଦର୍ଶକଙ୍କ ମନରେ ଖୁସିର ଲହରୀ ଖେଳିଯାଇଛି ।   ସିନେମାଟି ବିପୁଳ ରୋଜଗାର କରିଥିବାବେଳେ ଖୁବ ଶୀଘ୍ର ଏହି ଚଳଚ୍ଚିତ୍ରଟି ଓଟିଟିରେ ଲଞ୍ଚ ହେବାକୁ ଯାଉଛି।

ସୂଚନାନୁଯାୟୀ , ତ୍ରିଭିକ୍ରମ ଶ୍ରୀନିବାସଙ୍କ ନିର୍ଦ୍ଦେଶିତ ‘ଗୁଣ୍ଟୁର କାରମ’ ଜାନୁଆରୀ ୧୨, ୨୦୨୪ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିଲା। । ମହେଶ ବାବୁଙ୍କ ଏହି ଫିଲ୍ମ ବକ୍ସ ଅଫିସରେ ଭଲ ବ୍ୟବସାୟ କରିଥିଲା। ୨୪ ଦିନ ପରେ ମଧ୍ୟ ଫିଲ୍ମ ପ୍ରେକ୍ଷାଳୟରେ ଧମାଲ କରୁଛି । ତେବେ ଯଦି ଆପଣ ଏହାକୁ ବଡ ପରଦାରେ ଦେଖିପାରିନାହାନ୍ତି, ତେବେ ଚିନ୍ତା କରିବାର କୌଣସି କାରଣ ନାହିଁ। କାରଣ ଭାଲେଣ୍ଟାଇନ୍ ସପ୍ତାହରେ ଫିଲ୍ମଟି ଓଟିଟିରେ ରିଲିଜ୍ ହେବାକୁ ଯାଉଛି।

Related posts

ଆରପାରିରେ ପ୍ରସିଦ୍ଧ ଅଭିନେତ୍ରୀ ସୀମା ଦେଓ

mahabharatanews

 ପରଲୋକରେ ହଲିଉଡର ପ୍ରସିଦ୍ଧ ଗାୟିକା କୋକୋ ଲି’ 

mahabharatanews

ବଡ ପରଦାରେ ଆସୁଛି ‘ରାମାୟଣ’

mahabharatanews