ଭାରତ

 ହମାସକୁ ହଟାଇବା ପାଇଁ ଇସ୍ରାଏଲର ସଂକଳ୍ପ

(ଇସ୍ରାଏଲ) : ଗତ ସାତ ମାସ ଧରି ହମାସ ଏବଂ ଇସ୍ରାଏଲ ମଧରେ ଯୁଦ୍ଧ ଜାରି ରହିଛି । ହମାସକୁ ହଟାଇବା ପାଇଁ ଇସ୍ରାଏଲର ସଂକଳ୍ପ ଗାଜା ଅଞ୍ଚଳର ଲୋକଙ୍କ ଉପରେ ଭାରି ପଡିଛି। ଏପର୍ଯ୍ୟନ୍ତ ୩୦ହଜାରରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଛି।

ସୂଚନାନୁଯାୟୀ , ଏଥି ସହିତ ଟେନସନ ପୁଣି ଥରେ ବୃଦ୍ଧି ପାଇଛି। ଗାଜା ଷ୍ଟ୍ରିପକୁ ସହାୟତା ଯୋଗାଇବା ପାଇଁ ରବିବାର ଦିନ ହମାସ ଇସ୍ରାଏଲର ମୁଖ୍ୟ କ୍ରସିଂ ପଏଣ୍ଟ ଉପରେ ଏକ ବଡ଼ ଆକ୍ରମଣ କରିଥିଲା। ଇସ୍ରାଏଲ୍ ସେନା ମାନବିକ ସହାୟତା ଟ୍ରକ୍ ପାଇଁ କେରେମ୍ ଶାଲୋମ୍ କ୍ରସିଂ ବନ୍ଦ କରିବାକୁ ନିଷ୍ପତ୍ତି ନେଇଥିବାରୁ ଗାଜାବାସୀଙ୍କ ସମସ୍ୟା ଆହୁରି ବୃଦ୍ଧି ପାଇଛି । ଏହା ଗାଜାବାସୀଙ୍କ ସମସ୍ୟା ବଢାଇବାକୁ ଯାଉଛି। ଏଥିସହିତ ହମାସର ସାମରିକ ୱିଙ୍ଗ କାସାମ ବ୍ରିଗେଡ ଦାବି କରିଛି ଯେ ଏହି ଆକ୍ରମଣରେ ସୀମା ନିକଟରେ ଇସ୍ରାଏଲର ଏକ ଦଳଙ୍କୁ ଟାର୍ଗେଟ କରାଯାଇଛି।

Related posts

୨୨ରେ ମହାରାଷ୍ଟ୍ର ଛୁଟି 

mahabharatanews

୨୩୦ ରେସିଡେଣ୍ଟ ଡାକ୍ତର ପଜିଟିଭ

mahabharatanews

ଆସାମ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡକୁ ୨୫ ଲକ୍ଷ ଟଙ୍କା ଦାନ କଲେ ଅମୀର ଖାଁ

mahabharatanews