ସ୍ୱାସ୍ଥ୍ୟ

ଓଜନ ହ୍ରାସ କରେ କଖାରୁ ମଞ୍ଜି

ଆଜିକାଲି ବ୍ୟସ୍ତବହୁଳ ଜୀବନଶୈଳୀ ଭିତରେ ସମସ୍ତେ ଫିଟ ଅର୍ଥାତ ସମସ୍ତେ ଓଜନ ହ୍ରାସ କରିବାକୁ ଚାହାଁନ୍ତି । ଅଧିକ କ୍ୟାଲୋରୀର ଖାଦ୍ୟ ସେବନ ଓଜନ ବଢାଇବାର ମୁଖ୍ୟ କାରଣ ଅଟେ । ଯଦି ଆପଣ ନିଜର ଓଜନକୁ ନିୟନ୍ତ୍ରଣ କରିବାକୁ ଚାହୁଁଛନ୍ତି ତେବେ ଆପଣଙ୍କ ଖାଦ୍ୟରେ ସାମିଲ କରନ୍ତୁ କଖାରୁ ମଞ୍ଜି । ଆସନ୍ତୁ  ଜାଣିବା  ଏହାର ଉପାଦେୟତା …

୧. କଖାରୁ ଭିଟାମିନରେ ଭରପୁର ଏକ ସବୁଜ ପରିବା । କଖାରୁ ମଞ୍ଜିରେ ପ୍ରଚୁର ମାତ୍ରାରେ ଜାଂଥିନ ଓ ଜେକସେନ୍ଥିନ ସମେତ ଭିଟାମିନ୍‌-ଏ ଓ ଭିଟାମିନ-ସି ଭରି ରହିଛି । ଶରୀରର ଓଜନ ହ୍ରାସ କରିହାକୁ ଚାହୁଁଥିଲେ ଏହାର ମଞ୍ଜିକୁ ସେବନ କରନ୍ତୁ ।

୨. କଖାରୁ ଏକ ଏପରି ପରିବା ଯେଉଁଥିରେ ଆମର ଦୃଷ୍ଟି ଶକ୍ତି ଜନିତ ସମସ୍ୟାର ଉପଚାର ହୋଇପାରିବ।

୩. ଠିକ୍ ମାତ୍ରାରେ କଖାରୁ ପ୍ରସ୍ତୁତ ବ୍ୟଞ୍ଜନ ଖାଇଲେ ଦୃଷ୍ଟି ଶକ୍ତି ଦୁର୍ବଳ ହୋଇନଥାଏ ।  ଶରୀରର ଓଜନ ହ୍ରାସ କରିହାକୁ ଚାହୁଁଥିଲେ କଖାରୁ ମଞ୍ଜିକୁ ସେବନ କରନ୍ତୁ ।

Related posts

ଦେଶରେ କରୋନା ସଂକ୍ରମଣ ବଢିଚାଲିଛି;୨୪ ଘଣ୍ଟାରେ ୧୦,୧୫୮ ନୂଆ ସଂକ୍ରମିତ ଚିହ୍ନଟ

mahabharatanews

ଡାକ୍ତରଙ୍କ ଆନ୍ଦୋଳନ ରୋକିବାକୁ ସରକାରଙ୍କ ବଡ଼ ପଦକ୍ଷେପ

mahabharatanews

ନିଶ୍ଚିତ ମୃତ୍ୟୁ ମୁଖରୁ ଶିଶୁ କନ୍ୟା କୁ ନୂଆ ଜୀବନ ଦେଇଥିବାରୁ ଡାକ୍ତରଙ୍କୁ ସ୍ବାସ୍ଥ୍ୟମନ୍ତ୍ରୀ କରିଲେ ସମ୍ବର୍ଦ୍ଧିତ

mahabharatanews