ଓଡିଶା

ତିନି ଦିନରେ ପହଁଚିଲା ହିଂଜିଳି ପୋଲିସର ଯାଞ୍ଚ

(ହିଞ୍ଜିଳି/ ରଜନୀକାନ୍ତ ପାତ୍ର): ଗଞ୍ଜାମ ଜିଲ୍ଲା ସମେତ ହିଂଜିଳି ସହରରେ ନିୟମିତ ଭାବରେ ବୃଦ୍ଧି ପାଇବାରେ ଲାଗିଛି କରୋନା । ପ୍ରତ୍ୟେକ ଦିନ ଶହ ଶହ ନୂତନ ପଜେଟିଭ ଚିହ୍ନଟ ହେଉଥିବାବେଳେ ଗତ ପାଞ୍ଚ ଦିନର ସଟଡାଉନ ପରେ ସହରରେ ଅନେକ ସୁଫଳ ମିଳିଥିବା ପ୍ରଶାସନ ପକ୍ଷରୁ କୁହାଯାଇଛି । ଏପଟେ ସଟଡାଉନ ଶେଷ ପରେ ହିଂଜିଳି ସହରର ସମସ୍ତ ସୀମାକୁ ସିଲ୍ କରିଛି ପ୍ରଶାସନ । ତେବେ ଏପରି ସମୟରେ ହିଂଜିଳି ସହରରେ କିଭଳି ରହିଛି ଚିତ୍ର ସେ ନେଇ ହିଂଜିଳି ଅଧିକ ସୂଚନା ଦେଉଛନ୍ତି ହିଂଜିଳି ଥାନା ଅଧିକାରୀ ଅଭିମନ୍ୟୁ ଦାସ ଓ ଡିଏସପି ସମ୍ବଲପୁର ।

Related posts

କୋରାପୁଟ ଜିଲ୍ଲାପାଳଙ୍କ ଜନଶୁଣାଣି

mahabharatanews

କଲେଜ ଫିକୁ ନେଇ ଉତେଜନା

mahabharatanews

ଦୀପାବଳିରେ ଅସହାୟ ଲୋକଙ୍କ ମୁହଁରେ ହସ ଫୁଟାଇଲେ ତେନ୍ତୁଳିଖୁଣ୍ଟି ଥାନା ଅଧିକାରୀ

mahabharatanews