ଓଡିଶାଖେଳ

୧୬ରୁ ସର୍ବ ଭାରତୀୟ ହକି ପ୍ରତିଯୋଗିତା -୨୦୧୯

(ଆଦର୍ଶ ରାଉତ)ଭୁବନେଶ୍ୱର: ପ୍ରଥମ ଥର ପାଇଁ ସର୍ବ ଭାରତୀୟ ହକି ପ୍ରତିଯୋଗିତା -୨୦୧୯ଭୁବନେଶ୍ୱର ସ୍ଥିତ କଳିଙ୍ଗ ଷ୍ଟାଡ଼ିୟମରେ ଆୟୋଜନ ହେଉଛି । ପ୍ରତିଯୋଗିତାଟି ୧୬ରୁ ଆରମ୍ଭ ହୋଇ ୨୪ ପର୍ଯ୍ୟନ୍ତ ଚାଲିବ । ସର୍ବ ଭାରତୀୟ ପ୍ରତିଯୋଗିତାରେ ରାଜ୍ୟ ପୋଲିସ ଓ କେନ୍ଦୀୟ ବଳରୁ ଅନୁନ୍ୟ ୨୫ଟି ଦଳର ୫୦୦ ଜଣ ଅଂଶ ଗ୍ରହଣ କରିବେ । ଏହାର ପରିଚାଳନା ପାଇଁ କ୍ରୀଡ଼ା ଓ ଯୁବ ସେବା ବିଭାଗର ସହାୟତା ନିଆଯାଇଛି । ଏଥିରେ ସର୍ବ ଭାରତୀୟ ପ୍ରତିଯୋଗୀତାର ସଫଳ ପରିଚାଳନା ପାଇଁ ଅଧ୍ୟକ୍ଷତାରେ ବରିଷ୍ଠ ଅଧିକାରୀଙ୍କୁ ମାନ ଗଠନ କରାଯାଇଛି । ରାଜ୍ୟ ସରକାରଙ୍କ ସ୍ୱୀକୃତି ପ୍ରାପ୍ତ କ୍ରୀଡ଼ା ମାସ୍କଟ ‘ଓଲି’ କୁ ଗ୍ରହଣ କରାଯାଇଛି । ଭୁବେନେଶ୍ୱରୀ ବିଭିନ୍ନ ସ୍ଥାନରେ କୋଚ,କ୍ରୀଡ଼ାବିତ ଓ ଅଧିକାରୀଙ୍କୁ ରହିବାର ସୁବନ୍ଦୋବସ୍ଥ କରାଯାଇଛି । ଏହାକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ଏସ ପି କାର୍ଯ୍ୟଳୟ ଠାରେ ୨୪ଘଣ୍ଟିଆ ସ୍ୱତନ୍ତ୍ର ସେଲ କାର୍ଯ୍ୟ ଆରମ୍ଭ ହୋଇଛି ।

Related posts

କାହା ସ୍ୱାର୍ଥରେ ଆଡମ୍ବରପୂର୍ଣ୍ଣ ଉଦଘାଟନୀ?

mahabharatanews

ପୂର୍ବତନ କଂଗ୍ରେସ ସାଂସଦ ତଥା ସୁଲେଖକ କାର୍ତ୍ତିକେଶ୍ୱର ପାତ୍ରଙ୍କ ପରଲୋକ

mahabharatanews

ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମାଗାଲିଂ ପଶ୍ଚିମ ବଙ୍ଗର ସମସ୍ତ ଜନସାଧାରଣ ଙ୍କୁ ଧନ୍ୟବାଦ ଦେଇଛନ୍ତି

mahabharatanews