ଓଡିଶା

ବାସ ରାତିରେ ସାଥୀଙ୍କ ମନ କିଣନ୍ତୁ

(ମହାଭାରତ): ଦମ୍ପତିଙ୍କ ପାଇଁ ପ୍ରଥମ ବାସ ରାତି ଏକ ସ୍ମରଣୀୟ ମୁହୁର୍ତ୍ତ ହୋଇଥାଏ । କିଛି ଦମ୍ପତି ବାହାରକୁ ଯାଇ ବୁଲାବୁଲି କରିବାକୁ ପସନ୍ଦ କରୁଛନ୍ତି । କିନ୍ତୁ ବିଭିନ୍ନ ସ୍ଥାନରେ ଯାଇ ବିତାଉଥିବା ମୁହୂର୍ତ୍ତ ଯେତେ ରୋମାଞ୍ଚକର ହୋଇନଥାଏ । କିପରି ବିତାଇବେ ତାହା ଜାଣିବା ନିହାତି ଜରୁରୀ । ଆଉ ଏହି ରାତିରେ ନିଜ ସାଥିକୁ ଅଧିକ ଆପଣାର କରିବାକୁ ସମସ୍ତେ ଚାହିଁଥାନ୍ତି । ସାଥିକୁ ଇମ୍ପ୍ରେସ କରିବାକୁ କିଛି ଉପହାର ଦିଅନ୍ତୁ । ଅତି ବଡ଼ ନହେଲେ ମଧ୍ୟ ଉପହାର ଦିଅନ୍ତୁ । ଯେପରି ଆପଣଙ୍କ ଜୀବନ ସାଥି ଏହାକୁ ସବୁଦିନ ପାଇଁ ମନେ ରଖିବେ । ଏପରି ଉପହାର ଦେଲେ ଉଭୟଙ୍କର ରୋମାଣ୍ଟିକ ମୁଡ଼ ଆସିଯାଇଥାଏ ।
କିପରି ବନେଇବେ ମୁଡ଼?


ଲଭ୍ ଲେଟର: ନିଜ ଭିତରେ ଥିବା ଭଲପାଇବାକୁ ଆପଣଙ୍କ ସାଥିକୁ ଜଣାଇବା ଏହା ଏକ ଉତ୍ତମ ମଧ୍ୟମ । ଫଳରେ ଆପଣଙ୍କ ସାଥି ଆପଣଙ୍କୁ ଚତୁର୍ଥୀ ରାତିରେ ମନଖୋଲି କଥାବାର୍ତ୍ତା ହୋଇ ପାରିବେ । ଯେପରିକି ଆପଣଙ୍କ ସମ୍ପର୍କ ମଜବୁତ ହୋଇପାରିବ ।
ଲେଡ଼ିଜ ଇନରେୱାର: ଆପଣଙ୍କ ସାଥିଙ୍କୁ ରୋମାଣ୍ଟିକ କରାଇବା ପାଇଁ ଆପଣ ଇନରୱେୟାର ଦେଇପାରିବେ । ଯେପରି ଆପଣଙ୍କ ସାଥି ଅଧିକ ସେକ୍ସି ଲାଗିବେ । ମନେ ରଖିବେ ପୁର୍ବରୁ ସାଥିଙ୍କ ସାଇଜ ଜାଣିବା ନିହାତି ଆବଶ୍ୟକ ।


ଗହଣା: ଦାମୀ ଗହଣା ପ୍ରାୟତଃ ସ୍ତ୍ରୀମାନେ ପସନ୍ଦ କରନ୍ତି । ତେବେ ଆପଣ ସୁନା କିମ୍ବା ହୀରା ନେକଲେସ ନଦେଇ ମୁଦି ଦେଇ ମନ କିଣିପାରିବେ ।

Related posts

ଶିମିଳିପାଳ ଜଗିବ ଏଆଇ କ୍ୟାମେରା

mahabharatanews

କଂଗ୍ରେସ ଭବନରୁ ଆସବାବପତ୍ର ଚୋରି

mahabharatanews

ସମ୍ବଲପୁରରୁ ୧୦ ଡକାୟତ ଗିରଫ : ୫ ଲକ୍ଷ ଟଙ୍କା, ଅଧ କେଜି ସୁନା ଜବତ

mahabharatanews

Leave a Comment