ଓଡିଶା

ପିଠିରେ କଣ୍ଟା ଫୋଡି ହୋଇ ଖାଇରେ ଝୁଲୁଛନ୍ତି ଶହଶହ ପାଟୁଅ

ପୁରୀ : ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଲକ ଭୀମପୁର ଗ୍ରାମ । ଉକ୍ତ ଗ୍ରାମରେ ଅ।ରାଧ୍ୟ ଦେଵୀ ଗଡଚଣ୍ଡିଙ୍କ ପାଖରେ ପିଠିରେ କଣ୍ଟା ଫୋଡି ହୋଇ ଖାଇରେ ଝୁଲିଲେ ମନସ୍କାମନା ପୂରଣ ହୋଇଥାଏ ବୋଲି ବିଶ୍ଵାସ ରହିଛି । ପିଠିରେ କଣ୍ଟା ଫୋଡି ହୋଇ ଖାଇରେ ଝୁଲୁଛନ୍ତି ଶହଶହ ପାଟୁଅ। ମାନସିକଧାରୀ ପାଟୁଅ। ମାନେ ମାଙ୍କର କରୁଣାଲାଭ କରିବା ପାଇଁ ତିରିଶି ହାତରୁ ଉର୍ଦ୍ଦ ଖାଇ ଉପରେ ଝୁଲୁଛନ୍ତି । ବିଶ୍ଵାସ କଣ୍ଟାଫୋଡି ହୋଇ ଖାଇରେ ଝୁଲିଲେ ମନସ୍କ।ମନା ପୂରଣ ହେବ । ଏହି ଦୃଶ୍ୟ ହେଉଛି ମହା ବିର୍ଷ୍ନୁବ ସଂକ୍ରାନ୍ତି ଦିନ ସତ୍ୟବାଦୀ ଭୀମପୁର ଗଡଚଣ୍ଡି ମନ୍ଦିର ସମ୍ମୁଖର । ଏହି ନିଅ।ରା ଖାଇଫୋଡ ଯାତ୍ରା ଦେଖିବାପାଇଁ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ ଜମିଛି ଏଠାରେ । କୋରନା କଟକଣା ହଟିବା ପରେ ଏହି ପରଂପରା ରେ ଅ।ଜି ସାମିଲ ହୋଇଛନ୍ତି ହଜାର ହଜାର ଶ୍ରଦ୍ଧାଳୁ ।

Related posts

ବିଷାକ୍ତ ଗ୍ୟାସ ଲିକ୍ ହୋଇ ୨ ଶ୍ରମିକଙ୍କ ମୃତ୍ୟୁ

mahabharatanews

ବିଜେଡି ମହିଳା ମୋର୍ଚ୍ଚା ପୁର୍ନଗଠନ

mahabharatanews

ରାଜ୍ୟରେ ଭାଜପା ସରକାରର ବର୍ଷ ପୂର୍ତ୍ତି ସମାରୋହରେ ଯୋଗଦେବା ଲାଗି ପ୍ରଧାନମନ୍ତ୍ରୀ ଓଡ଼ିଶା ଗସ୍ତରେ ଆସିପାରନ୍ତି

mahabharatanews