ଓଡିଶା

ବ୍ୟାଙ୍କର ନାରାୟଣ ବଘୁଲଙ୍କ ଦେହାନ୍ତ

ଭାରତୀୟ ବ୍ୟାଙ୍କିଙ୍ଗ୍ ସେକ୍ଟରର ପ୍ରତିଷ୍ଠିତ ନାମ ତଥା ପଦ୍ମ ବିଭୂଷଣ ସମ୍ମାନରେ ସମ୍ମାନ୍ଖଚ୍ଛ ବ୍ୟାଙ୍କର ନାରାୟଣ ବଘୁଲଙ୍କର ୮୮ ବର୍ଷ ବୟସରେ ପରଲୋକ ହୋଇଛି । ଚେନ୍ନାଇର ଆପୋଲ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି ।

ସୂଚନାନୁଯାୟୀ , ନାରାୟଣ ବଘୁଲ ଆଇସିଆଇସିଆଇ ବ୍ୟାଙ୍କର ପ୍ରତିଷ୍ଠାତା । ସେ ଏହି ବ୍ୟାଙ୍କକୁ ବ୍ୟବସାୟର ଶୀର୍ଷରେ ପହଂଚାଇଥିଲେ । ସେ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ସହିତ ନିଜର କ୍ୟାରିୟର ଆରମ୍ଭ କରିଥିଲେ । ସେ ମାତ୍ର ୪୪ ବର୍ଷ ବୟସରେ ବ୍ୟାଙ୍କ ଅଫ୍ ଇଣ୍ଡିଆର ଚେୟାରମ୍ୟାନ ହୋଇପାରିଥିଲେ । ମହିନ୍ଦ୍ରା ଗ୍ରୁପର ମୁଖ୍ୟ ଆନନ୍ଦ ମହିନ୍ଦ୍ରା ନାରାୟଣଙ୍କୁ ଭୀଷ୍ମ ପିତାମହ ବୋଲି ଆଖ୍ୟା ଦେଇଥିଲେ ।

Related posts

ବଡ଼ ମେଡିକାଲରେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବ

mahabharatanews

ମାଓ ହିଂସା :ସିଆର୍‌ପିଏଫ୍ କ୍ୟାମ୍ପ ଉପରେ ମାଓ ହାମଲା

mahabharatanews

ଇଏସଆଇସିରେ ଗର୍ଭବତୀଙ୍କୁ ମିଳିବ ସାଢେ ସାତ ହଜାର ଟଙ୍କା

mahabharatanews