ଓଡିଶା

ଆଜି ନବୀନ ନିବାସରେ ବସିପାରେ ବୈଠକ

(ଭୁବନେଶ୍ୱର) : ମେଣ୍ଟକୁ ନେଇ ଚର୍ଚ୍ଚା ଲାଗି ରହିଛି । ଆଜି ଦିଲ୍ଲୀରେ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି ସେହିପରି ଆସନ୍ତାକାଲି ନବୀନ ନିବାସରେ ବୈଠକ ହେବା ନେଇ ସୂଚନା ରହିଛି । ତେବେ ଆକଳନ କରାଯାଉଛି ଏବି ବୈଠକରେ ମେଣ୍ଟକୁ ନେଇ ଚର୍ଚ୍ଚା ହୋଇ ପାରେ ଏବଂ କୌଣସି ନିଷ୍ପତ୍ତି ନିଆଯାଇ ପାରେ ।
ସୂଚନାନୁଯାୟୀ , ବୈଠକରେ ଦଳ ବରିଷ୍ଠ ନେତା ମାନେ ଉପସ୍ଥିତ ରହିବେ । ତେବେ ଏହା ପୂର୍ବରୁ ୬ତାରିଖରେ ନବୀନ ନିବାସରେ ଦଳର ବରିଷ୍ଠ ବିଧାୟକ ଏବଂ ବିଜେଡି ନେତା ମାନଙ୍କ ଉପସ୍ଥିତିରେ ଏକ ବୈଠକ ବସିଥିଲା । ହେଲେ ମେଣ୍ଟ ନେଇ କୌଣସି ସୂଚନା ପ୍ରକାଶ ପାଇନଥିଲା । ତେବେ ଜନସାଧାରଣ ଚାହିଁ ବସିଛନ୍ତି ସତ୍ୟ କଣ ?

Related posts

ରାଜ୍ୟରେ ଆଜି ପୁଣି କରୋନା ନେଲା ୧୧ ମୁଣ୍ଡ

mahabharatanews

ମେଣ୍ଡାମାଳ ସରକାରୀ ବିଦ୍ୟାଳୟର ବାର୍ଷିକ ଉତ୍ସବ

mahabharatanews

ରାତି ସୁଦ୍ଧା ପିକ୍ ଅତିକ୍ରମ, ତଳିଆ ଅଞ୍ଚଳରେ ପଶିପାରେ ପାଣି

mahabharatanews