ଓଡିଶା

ନାଗରିକ ପୋର୍ଟାଲ ସେବା ଆପ୍ ଭୁବନେଶ୍ୱର.ମି ତୃତୀୟ ସ୍ଥାନରେ

ଭୁବନେଶ୍ୱର: ଭାରତ ସ୍ମାର୍ଟ ସିଟି ପୁରସ୍କାର ପ୍ରତିଯୋଗିତାରେ ରାଜ୍ୟ ରାଜଧାନୀ ଭୁବନେଶ୍ୱର ଦୁଇଟି ପୁରସ୍କାର ହାସଲ କରିଛି। ଦେଶର ଅଗ୍ରଣୀ ୧୦୦ ସ୍ମାର୍ଟ ସିଟିକୁ ନେଇ ହୋଇଥିବା ଏହି ପ୍ରତିଯୋଗିତାରେ ଭୁବନେଶ୍ୱର ସାମାଜିକ ବର୍ଗରେ ଦ୍ୱିତୀୟ ସ୍ଥାନ ହାସଲ କରିଥିବା ବେଳେ ବେଳେ ତିରୁପତି ପ୍ରଥମ ଓ ତୁମକୁରୁ ତୃତୀୟ ସ୍ଥାନ ଅଧିକାର କରିଛି । ସେହିପରି ଶାସନ ବିଭାଗରେ ନାଗରିକ ପୋର୍ଟାଲ ସେବା ଆପ୍ ଭୁବନେଶ୍ୱର.ମି ତୃତୀୟ ସ୍ଥାନ ହାସଲ କରିଛି । ଏହି ବର୍ଗରେ ବରୋଦା ପ୍ରଥମ ଏବଂ ଥାନେ ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି ।

 

Related posts

ବହୁଳ ପ୍ରଚାର ପ୍ରସାର ଓ କ୍ୱିଣ୍ଟାଲ ପିଛା ୩୧୦୦ ଟଙ୍କା ପରେ ବି କମିଛି ପଞ୍ଜିକରଣ ସଂଖ୍ୟା

mahabharatanews

୧୦ରେ ରାଜ୍ୟବ୍ୟାପି ବସ୍‌ ଧର୍ମଘଟ

mahabharatanews

ମୋ ବସ ଡ୍ରାଇଭରକୁ ମାଡମାରିଲେ ଯୁବକ

mahabharatanews