ଭାରତ

ଭୟଙ୍କର ରୂପେ ଆସୁଛି ବାତ୍ୟା  ‘ବିପର୍ଯ୍ୟୟ ,ଗୁରୁବାର ଛୁଇଁବ ସ୍ଥଳଭାଗ

(ମୁମ୍ବାଇ) : ଆରବ ସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ‘ବିପର୍ଯ୍ୟୟ’ ଆସନ୍ତା ଗୁରୁବାର ଦିନ ସ୍ଥଳଭାଗ ଛୁଇଁବ। ଗୁଜରାଟର କଚ୍ଛ ଏବଂ ପାକିସ୍ତାନର କରାଚି ମଧ୍ୟରେ ଏହା ସ୍ଥଳଭାଗ ଛୁଇଁବ ବୋଲି ପାଣିପାଗ ବିଭାଗ ଆକଳନ କରିଛି।

ସୂଚନାନୁଯାୟୀ ,   ‘ବିପର୍ଯ୍ୟୟ’କୁ ଅତି ଭୀଷଣ ବାତ୍ୟା ନ ହୋଇ ଭୀଷଣ ବାତ୍ୟା ହେବ ବୋଲି ଆକଳନ କରିଛି | ପାଣିପାଗ ବିଭାଗର ତାଜା ଆକଳନ ମୁତାବକ ବାତ୍ୟା ବିପର୍ଯ୍ୟୟ ବର୍ତ୍ତମାନ ପୋରବନ୍ଦରଠାରୁ ୨୯୦ କିଲୋମିଟର ଦୂରତାରେ ଥିବାବେଳେ ୧୫ ତାରିଖ ମଧ୍ୟାହ୍ନ ବେଳକୁ ବାତ୍ୟା ଜାଖାଉ ପୋର୍ଟ ଦେଇ ଅତିକ୍ରମ କରିବ। ଏଥିପାଇଁ ପାଣିପାଗ ବିଭାଗ ପକ୍ଷରୁ ଗୁଜରାଟର ସୌରାଷ୍ଟ୍ର ଏବଂ କଚ୍ଛ ଉପକୂଳ ପାଇଁ ସତର୍କ ସୂଚନା ଜାରି କରାଯାଇଛି।

 

 

Related posts

ଗୋଟିଏ ପ୍ଲାଟଫର୍ମରେ ଶକ୍ତି ପ୍ରଦର୍ଶନ କରିବେ ବିରୋଧୀ

mahabharatanews

 ଅପରେସନ୍ ଅଜୟ; ଆଉ ଫେରିଲେ ୨୭୪ ଭାରତୀୟ 

mahabharatanews

ଆଜି ରାଜୀବ ଗାନ୍ଧୀଙ୍କ ୩୩ତମ ମୃତ୍ୟୁ ବାର୍ଷିକୀ

mahabharatanews