ଭାରତ

୮୦୦ରୁ ଅଧିକ ଔଷଧ ହେବ ମହଙ୍ଗା

(ଦିଲ୍ଲୀ) : ଏଣିକି ମହଙ୍ଗା ହେବ ଔଷଧ। ଆସନ୍ତା ମାସରୁ ବୃଦ୍ଧି ପାଇବାକୁ ଯାଉଛି ମେଡିସିନର ଦର ଦାମ । ପ୍ରାୟ ୮୦୦ରୁ ଅଧିକ ଔଷଧ ମହଙ୍ଗା ହେବ। ତେବେ ଗୁରୁତ୍ୟପୂର୍ଣ୍ଣ କଥା ହେଉଛି ଜରୁରୀ ମେଡିସିନ୍‌ ‘ପାରାସିଟାମଲ’ର ମୂଲ୍ୟ ବଢ଼ାଇବାକୁ ଯାଉଛନ୍ତି ସରକାର। ପାଖାପାଖି ଏହି ଔଷଧର ଦାମ୍‌ ୧୦% ବଢ଼ିବ ବୋଲି ଜଣାପଡିଛି।

ସୂଚନାନୁଯାୟୀ , ପାରାସିଟାମଲ ବ୍ୟତୀତ ଫେନୋବାର୍ବିଟୋନ, ଫେନିଟୋଇନ ସୋଡିୟମ, ଆଜିଥ୍ରୋମାଇସିନ, ସିପ୍ରୋଫଲୋକ୍ସାସିନ ହାଇଡ୍ରୋକ୍ଲୋରାଇଡ ଏବଂ ମେଟ୍ରୋନିଡାଜୋଲ ଭଳି ୮୭୫ଟି ଔଷଧ ସାମିଲ ରହିଛି।

 

Related posts

କୁଖ୍ୟାତ ଗ୍ୟାଙ୍ଗଷ୍ଟର ଗୋଲ୍ଡି ବ୍ରାରଙ୍କୁ ଆତଙ୍କବାଦୀ ଘୋଷଣା 

mahabharatanews

ଦିଲ୍ଲୀରେ ଡେଙ୍ଗୁ ଆତଙ୍କ : ରୋଗୀ ସଂଖ୍ୟା ୧୮୭କୁ ବୃଦ୍ଧି

mahabharatanews

ବଜେଟ ଉପସ୍ଥାପନ : ସବୁ ବର୍ଗର ବ୍ୟକ୍ତିଙ୍କୁ ଖୁସି କରିବାକୁ ଚେଷ୍ଟା କରିପାରନ୍ତି କେନ୍ଦ୍ରସରକାର

mahabharatanews