ଓଡିଶା

ଯୋଗାଣ ମନ୍ତ୍ରୀଙ୍କ ଦ୍ୱାରା ସମବାୟ ଭବନ କୋଠା ଉଦଘାଟିତ

ଢେଙ୍କାନାଳ: ରାଜ୍ୟ ସରକାରଙ୍କ ପକ୍ଷରୁ ଢେଙ୍କାନାଳ ମହିଷାପାଟ ଠାରେ ନବର୍ନିମିତ ସମବାୟ ଭବନ କୋଠାର ଉଦଘାଟନୀ କାର୍ଯ୍ୟକ୍ରମରେ ପହଞ୍ଚି ସମବାୟ ଭବନର କୋଠାର ଉଦଘାଟନ କରିଛନ୍ତି ଖାଦ୍ୟ ଯୋଗାଣ, ଖାଉଟି କଲ୍ୟାଣ ଓ ସମବାୟ ବିଭାଗ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ।
ଉଦଘାଟନୀ କାର୍ଯ୍ୟକ୍ରମରେ ଇସ୍ପାତ ଓ ଖଣି ଏବଂ ପୂର୍ତ୍ତ ବିଭାଗ ମନ୍ତ୍ରୀ ତଥା କାମାକ୍ଷାନଗର ବିଧାୟକ ଶ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ, ଢେଙ୍କାନାଳ ବିଧାୟକ ସୁଧୀର କୁମାର ସାମଲ,ଜିଲ୍ଲାପାଳ ଭୁମେଶ ଚନ୍ଦ୍ର ବେହେରା, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକଙ୍କ ସମେତ ଜିଲ୍ଲା ସମବାୟ ବିଭାଗର ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।

Related posts

ନଦୀରେ ବିସ୍ଫୋରଣ, ଜଣେ ଗୁରୁତର

mahabharatanews

ଡେଙ୍ଗୁ ଆତଙ୍କ;  ସର୍ବାଧିକ କଟକରୁ ୫୦ ଚିହ୍ନଟ

mahabharatanews

କୋଣାର୍କ ମାଘମେଳା ପାଇଁ ପ୍ରଥମ ବୈଠକ

mahabharatanews