ଓଡିଶା

କାର୍ଯ୍ୟ ଦିବସରେ ସରକାରୀ ବାବୁଙ୍କ ପିକନିକ

ଗୋପ: ୫ଟିକୁ ଫୁ କରି ଉଡେଇ ଦେଲେ ସରକାରୀ କର୍ମଚାରୀ । ନା ଅଛି ସରକାରୀ ଛୁଟି ନା ଅଛି କୌଣସି ଜରୁରି କାଳୀନ ଛୁଟି । ୫ଟି ଲାଗିବା ପରେ ମଧ୍ୟ ଖାଁ ଖାଁ କୃଷ୍ଣପ୍ରସାଦ ପଞ୍ଚାୟତ ସମିତି କାର୍ଯ୍ୟାଳୟ । ମୁଖ୍ୟ ଫାଟକରେ ତାଲା ଝୁଲୁଥିବା ବେଳେ ବ୍ଲକର ଅନେକ ବିଭାଗରେ ବି ତାଲା । ସେପଟେ ନବା ଝାଉଁ ଜଙ୍ଗଲରେ ଚାଲିଛି ବଣ ଭୋଜି ସହ ସମୂଦ୍ରରେ ସ୍ନାନ । କାର୍ଯ୍ୟାଳୟ ଛାଡି ମୈାଜମସ୍ତି କରିବାକୁ ଯାଇଛନ୍ତି ବ୍ଲକର କର୍ମଚାରୀମାନେ । ସରକାରୀ କର୍ମଚାରୀମାନଙ୍କ ପାଖରେ ରହିଛନ୍ତି ଅନେକ ଜନପ୍ରତିନିଧି । ଯାହାକି ସମସ୍ତ ଭିଡିଓ ଲାଗିଛି ଅ ।ମ ହାତରେ ,ପିକିନିକି କରୁଛନ୍ତି ସମସ୍ତ ବ୍ଲକ କର୍ମଚାରୀସେପଟେ ବ୍ଲକରେ ଝୁଲୁଛି ତାଲା । ଏହି ଘଟଣା ଉପରେ କୃଷ୍ଣପ୍ରସାଦ ବିଡିଓ ଅଭିମନ୍ୟୁ ମାଝୀ କହିଛନ୍ତି ଅଗବେରନମେଣ୍ଟର ।ମେ ଫିଲ୍ଡ ୱାର୍କରେ ଯାଇଥିଲୁ ସେହି ଯାଗାରେ ରୋଷେଇ କରିଥିଲୁ । କିନ୍ତୁ ଏହାକୁ କୃଷ୍ଣପ୍ରସାଦ ବ୍ଲକର ଲୋକମାନେ ସହଜରେ ହଜମ କରିପାରୁ ନାହାଁନ୍ତି । କିଭଳି ବ୍ଲକରେ ତଲାପକାର ସମସ୍ତେ ପିକିନିକ୍ କରୁଛନ୍ତି ତାକୁ ନେଇ ସୃଷ୍ଠି ହୋଇଛି ପ୍ରଶ୍ନ ।

Related posts

ଟ୍ରକ-ବାଇକ୍ ମୁହାଁମୁହିଁ ଧକ୍କା, ୧ ମୃତ

mahabharatanews

ବରୁଣେଇ ପାଦଦେଶରେ ଗୁରୁ ଶିଷ୍ୟ ମିଳନ ଉତ୍ସବ

mahabharatanews

ଗତ ୨୪ ଘଣ୍ଟାରେ ରାଜ୍ୟରୁ ୧୦୮ କରୋନା ସଂକ୍ରମିତ ଚିହ୍ନଟ

mahabharatanews

Leave a Comment