ବିଶ୍ୱ

ଅସୁସ୍ଥ ଅଛନ୍ତି ଇସ୍ରାଏଲ ପ୍ରଧାନମନ୍ତ୍ରୀ

(ଦିଲ୍ଲୀ) : ହମାସ ସହିତ ଯୁଦ୍ଧ ମଧ୍ୟରେ ଇସ୍ରାଏଲରୁ ବଡ ଖବର ବାହାରକୁ ଆସୁଛି । ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କୁ ହଠାତ୍ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଇସ୍ରାଏଲର ଗୁପ୍ତଚର ଏଜେନ୍ସି ମୋସାଦ ଏହି ସୂଚନାକୁ ସୋସିଆଲ ମିଡିଆ ପୋଷ୍ଟରେ ସେୟାର କରିଛନ୍ତି।

ସୂଚନାନୁଯାୟୀ , ବେଞ୍ଜାମିନ୍ ନେତାନ୍ୟାହୁଙ୍କ ପ୍ରଧାନମନ୍ତ୍ରୀ ପଦର ଦାୟିତ୍ଵ ବର୍ତ୍ତମାନ ଉପମୁଖ୍ୟମନ୍ତ୍ରୀ ତଥା ଆଇନ ମନ୍ତ୍ରୀ ୟାରିଭ ଲେଭିନଙ୍କୁ ଦିଆଯାଇଛି। ହଠାତ୍ ସୂଚନା ପ୍ରକାଶ ପାଇବା ପରେ ଇସ୍ରାଏଲରେ ଆଲୋଡ଼ନ ସୃଷ୍ଟି ହୋଇଛି। ଆସୋସିଏଟେଡ୍ ପ୍ରେସ ଅନୁଯାୟୀ ଇସ୍ରାଏଲ୍ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ମଧ୍ୟ ଏ ବିଷୟରେ ସୂଚନା ଦେଇଛି। ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ମଧ୍ୟ ନେତାନ୍ୟାହୁଙ୍କ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ସୂଚନା ଦେଇଛି।

Related posts

୨୪ରେ ମୋଦି ବାଇଡେନ ଭେଟଘାଟ: ଆତଙ୍କବାଦ ଉପରେ ହେବ ଆଲୋଚନା

mahabharatanews

ବ୍ରାଜିଲ୍‌ରେ ବଡ଼ଧରଣର ବିମାନ ଦୁର୍ଘଟଣା; ୬୨ ମୃତ

mahabharatanews

ୟୁକ୍ରେନ ଆକାଶକୁ ନୋ ଫ୍ଲାଇଙ୍ଗ ଜୋନ କରିବାକୁ ଜେଲେନ୍‌ସ୍କିଙ୍କ ଦାବି

mahabharatanews