ଓଡିଶା

ଜନତା ମହା ବିଦ୍ୟାଳୟ ବଇଣ୍ଡା ରେ ମହା ସମାରୋହରେ ବାର୍ଷିକ ଉତ୍ସବ ଅନୁଷ୍ଠିତ…

ଅନୁଗୋଳ ଜିଲ୍ଲା କିଶୋର ନଗର ବ୍ଲକ ଅନ୍ତର୍ଗତ ଜନତା ମହା ବିଦ୍ୟାଳୟ ବଇଣ୍ଡା ରେ ମହା ସମାରୋହରେ ବାର୍ଷିକ ଉତ୍ସବ (ସମ୍ଭବ-୨୦୨୫)  ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟ ର ଅଧ୍ୟକ୍ଷ ଶ୍ରୀଯୁକ୍ତ ପ୍ରସାନ୍ତ ଖମାରୀ ଙ୍କ ସଭାପତିତ୍ଵରେ ଅନୁଷ୍ଠିତ ହୋଇଥିବା ଉତ୍ସବରେ ମୁଖ୍ୟ ଅତିଥି ଭାବେ ଆଠମଲ୍ଲିକ ବିଧାୟକ ଶ୍ରୀଯୁକ୍ତ ନଳିନୀକାନ୍ତ  ପ୍ରଧାନ,ସମ୍ମାନିତ ଅତିଥି ଭାବେ ଆଠମଲ୍ଲିକ ଉପଜିଲ୍ଲାପାଳ ଶ୍ରୀଯୁକ୍ତ ଉପେନ୍ଦ୍ର ଲୁହା, ଯୋଗଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ ଅନୁଗୋଳ ସ୍ୱୟଂ ଶାସିତ ମହାବିଦ୍ୟାଳୟ ପ୍ରାକ୍ତନ ପ୍ରଫେସର ଶାନ୍ତନୁ କୁମାର ଶର ଯୋଗ ଦେଲେ ଥିଲେ । ଅଧ୍ୟାପକ ଅସିଦ୍ କୁମାର ଜେନା, ନିରଞ୍ଜନ ଦାସ, ମଞ୍ଚ ପରିଚାଳନା କରିଥିଲେ । କୃତି ଛାତ୍ର ଛାତ୍ରୀ ମାନଙ୍କଦ୍ଵାରା ସାଂସ୍କୃତିକ  କାର୍ଯକ୍ରମ ଓ ବିଭିନ୍ନ ପ୍ରକାରର କ୍ରୀଡ଼ା ଅନୁଷ୍ଠିତ ହୋଇଥିଲା ।ଶେଷରେ  ପୁରସ୍କାର ବିତରଣ କରାଯାଇଥିଲା ।

Related posts

କୋଭିଡ-୧୯ ମୁକାବିଲା ପାଇଁ ପର୍ଯ୍ୟାପ୍ତ ଔଷଧ ରହିଛି: ଜାମିନୀ ଷଡଙ୍ଗୀ

mahabharatanews

ଗୋଟିଏ ସ୍ଥାନରେ ବସ୍ତିବାସିନ୍ଦାଙ୍କ ଗହଳି

mahabharatanews

ବିଜେଡି କରୁଛି ରକ୍ତଦାନ

mahabharatanews