ମନୋରଞ୍ଜନ

୧୧୦୦ କୋଟି ଆୟ କଲା ଶାହାରୁଖ୍‌ଙ୍କ ଫିଲ୍ମ‘ଯବାନ

(ମୁମ୍ବାଇ) :  ୨୯ ଦିନରେ  ଶାହାରୁଖ୍‌ ଖାନ୍‌ଙ୍କ ‘ଯବାନ’ ଏବେ ୧୧୦୦ କୋଟି ଟଙ୍କା ଆୟ କରି ଚର୍ଚାରେ ରହିଛି । ଯାହା ପରେ ଫିଲ୍ମଟି ବକ୍ସ ଅଫିସରେ ହଇଚଇ ସୃଷ୍ଟି କରୁଥିବା ଦେଖିବାକୁ ମିଳିଛି। ବିଶ୍ବ ସ୍ତରରେ ଦେଖିବାକୁ ଗଲେ ‘ଯବାନ’ ୧୧୦୦ କୋଟି ଟଙ୍କାର ଆୟ କରି ସାରିଲାଣି।

ସୂଚନାନୁଯାୟୀ, ଶାହରୁଖ ଖାନ, ନୟନତାରା, ବିଜୟ ସେଥୁପତି, ଦୀପିକା ପାଦୁକୋନ, ସାନିଆ ମଲହୋତ୍ରା ଏବଂ ପ୍ରିୟମଣିଙ୍କ ଭଳି ଷ୍ଟାରଙ୍କ ଅଭିନୀତ ଏହି ସିନେମାର ବଜେଟ ୩୦୦ କୋଟି ଟଙ୍କା। ଏହି ଚଳଚ୍ଚିତ୍ରଟି ଏକ ବ୍ଲକବଷ୍ଟର ବୋଲି ପ୍ରମାଣିତ ହୋଇସାରିଛି। ଏହି ଚଳଚ୍ଚିତ୍ରଟି ହିନ୍ଦୀ ସଂସ୍କରଣରୁ ସର୍ବାଧିକ ରୋଜଗାର କରିଛି।

Related posts

ଏହି ସିନେମାରେ ନଜର ଆସିବେ ଅଙ୍କିତା ଲୋ‌ଖ‌‌‌‌ଣ୍ଡେ

mahabharatanews

୮୮ ବର୍ଷରେ ପାଦ ଥାପିଲେ ପ୍ରସିଦ୍ଧ ଅଭିନେତା ଧର୍ମେନ୍ଦ୍ର

mahabharatanews

ମୋଦୀ ଷ୍ଟାଡିୟମରେ ଅନୁଷ୍କା ଶର୍ମା

mahabharatanews