ମନୋରଞ୍ଜନ

ଅକ୍ଟୋବରରେ ଆସୁଛି ‘ଦେବରା ପାର୍ଟ -୧’

(ମୁମ୍ବାଇ) : ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘ଦେବରା’ ପାଇଁ ଚର୍ଚ୍ଚାରେ ଅଛନ୍ତି। ନିକଟରେ ଏହି ଚଳଚ୍ଚିତ୍ରର ଟିଜର ରିଲିଜ ହୋଇଥିଲା, ଯାହା ପରେ ଚଳଚ୍ଚିତ୍ରର ରିଲିଜକୁ ନେଇ ପ୍ରଶଂସକମାନଙ୍କ ଉତ୍ସାହ ବଢ଼ିଥିଲା। ପ୍ରଥମେ ଏହି ଫିଲ୍ମ ଅପ୍ରେଲ ୫ରେ ରିଲିଜ ହେବାର ଥିଲା । ହେଲେ ପରେ ନିର୍ମାତା ତାରିଖ ବଦଳାଇବାକୁ ନିଷ୍ପତ୍ତି ନେଇଥିଲେ ।

ସୂଚନାନୁଯାୟୀ , ଜୁନିଅର ଏନଟିଆର ଏବଂ ନିର୍ମାତା ସୋସିଆଲ ମିଡିଆ ମାଧ୍ୟମରେ ‘ଦେବରା ପାର୍ଟ -୧’ର ନୂତନ ରିଲିଜ୍ ତାରିଖ ଘୋଷଣା କରିଛନ୍ତି । ଅଭିନେତା ଫିଲ୍ମର ଏକ ସୁନ୍ଦର ପୋଷ୍ଟର ନିଜ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି। ଏହି ପୋଷ୍ଟରରେ ଫିଲ୍ମର ନୂଆ ରିଲିଜ୍ ତାରିଖ ଲେଖାଯାଇଛି । ଫିଲ୍ମର ପୋଷ୍ଟର ଅନୁଯାୟୀ, ଅକ୍ଟୋବର ୧୦ରେ ଜୁନିଅର ଏନଟିଆରଙ୍କ ଚଳଚ୍ଚିତ୍ର ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ । ନିର୍ମାତାମାନେ ଏହି ଚଳଚ୍ଚିତ୍ରକୁ ଏପ୍ରିଲରେ ରିଲିଜ ନକରି ଅଧିକ ସମୟ ନେବାକୁ ନିଷ୍ପତ୍ତି ନେଇଛନ୍ତି ।

Related posts

ବ୍ରାଇଡାଲ ଲୁକରେ ଅଦିତି ରାଓ

mahabharatanews

  ପତ୍ନୀଙ୍କ ସହ ରୋମାଣ୍ଟିକ ଫଟୋ ସେୟାର କଲେ ସାହିଦ କପୁର

mahabharatanews

ବରୁଣ-ଲାବନ୍ୟା ଦେଲେ ଗ୍ରାଣ୍ଡ ପାର୍ଟି  

mahabharatanews