ଓଡିଶା

ଜଷ୍ଟିସ ଶୁଭାଶିଷ ତାଳପତ୍ର ହେବେ ଓଡ଼ିଶା ହାଇକୋର୍ଟର ବିଚାରପତି

କଟକ : ସୁପ୍ରିମକୋର୍ଟ କଲେଜିୟମ ଦେଶର ୬ଟି ହାଇକୋର୍ଟର ବିଚାରପତିଙ୍କ ଅଦଳବଦଳ କରିବାକୁ ସୁପାରିଶ କରିଛନ୍ତି । ଏହି କ୍ରମରେ ଓଡ଼ିଶା ହାଇକୋର୍ଟର ବିଚାରପତି ଜଷ୍ଟିସ ଚିତ୍ତ ରଞ୍ଜନ ଦାଶଙ୍କୁ କଲିକତା ହାଇକୋର୍ଟକୁ ବଦଳି କରାଯାଇଛି । ସେହିପରି ତ୍ରିପୁରା ହାଇକୋର୍ଟର ବିଚାରପତି ଜଷ୍ଟିସ ଶୁଭାଶିଷ ତାଳପତ୍ରଙ୍କୁ ଓଡ଼ିଶା ହାଇକୋର୍ଟର ବିଚାରପତି ଭାବେ ନିଯୁକ୍ତି ଦେବାକୁ କଲେଜିୟମ ସୁପାରିଶ କରିଛନ୍ତି । ଜଷ୍ଟିସ ତାଳପତ୍ର ଦୀର୍ଘ ୯ବର୍ଷ ଧରି ତ୍ରିପୁରା ହାଇକୋର୍ଟରେ ବିଚାରପତି ଭାବେ କାର୍ଯ୍ୟ କରୁଛନ୍ତି । ମାତ୍ର ତାଙ୍କୁ ଓଡ଼ିଶା ହାଇକୋର୍ଟକୁ ବଦଳି କରିବା ପାଇଁ କଲେଜିୟମ ପ୍ରସ୍ତାବ ଦେଇଛନ୍ତି ।

Related posts

ମହାପ୍ରଭୁଙ୍କୁ ଦର୍ଶନ କଲେ 5T ସଚିବ ଭି.କେ ପାଣ୍ଡିଆନ

mahabharatanews

ହାତ ମିଳାଇଲେ କେନ୍ଦ୍ର ଓ ରାଜ୍ୟ ସରକାର

mahabharatanews

ଜଷ୍ଟିସ ଆଦିତ୍ୟ କୁମାର ମହାପାତ୍ର ନେଲେ ଶପଥ

mahabharatanews