ଭାରତ

୨୬ରେ ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କୁ ହତ୍ୟା ଧମକ

(ପଞ୍ଜାବ) : ପଞ୍ଜାବର ମୁଖ୍ୟମନ୍ତ୍ରୀ ଭଗବନ୍ତଙ୍କୁ ହତ୍ୟା ଧମକ । ସିଖ୍ ଫର୍ ଜଷ୍ଟିସର ଆତଙ୍କବାଦୀ ତଥା ଖାଲିସ୍ତାନୀ ସମର୍ଥକ ଆତଙ୍କବାଦୀ ଗୁରୁପାତବନ୍ତ ସିଂହ ପନ୍ନୁ ତାଙ୍କୁ ହତ୍ୟା ଧମକ ଦେଇଛନ୍ତି । ତେବେ ଗଣତନ୍ତ୍ର ଦିବସ ଦିନ ତାଙ୍କ ଉପରେ ଆକ୍ରମଣ କରାଯିବ ବୋଲି କୁହାଯାଇଛି । ତେବେ ସମସ୍ତ ଗ୍ୟାଙ୍ଗଷ୍ଟରମାନଙ୍କୁ ଏକାଠି ହେବା ପାଇଁ ପନ୍ନୁଙ୍କ ପକ୍ଷରୁ ସୂଚନା ଜାରି କରାଯାଇଛି ।

ସୂଚନା ଅନୁସାରେ, ପଞ୍ଜାବ ସରକାରଙ୍କ ପକ୍ଷରୁ ଗ୍ୟାଙ୍ଗଷ୍ଟରଙ୍କ ବିରୋଧରେ ଜିରୋ ଟଲରେନ୍ସ ନୀତି ଲାଗୁ କରାଯାଇଛି । ପଞ୍ଜାବରେ ଗ୍ୟାଙ୍ଗଷ୍ଟରମାନଙ୍କ କାର୍ଯ୍ୟକଳାପ ଉପରେ କଡ଼ ନଜର ରଖାଯାଇଛି ଏବଂ ପନ୍ନୁ ଗ୍ୟାଙ୍ଗ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ବୋଲି ସରକାରଙ୍କ ପକ୍ଷରୁ ସୂଚନା ଜାରି କରାଯାଇଛି । ଜାନୁଆରୀ ୨୬, ଗଣତନ୍ତ୍ର ଦିବସରେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତଙ୍କୁ ହତ୍ୟା ଧମକ ଦେଇଛି ଖାଲିସ୍ତାନୀ ସମର୍ଥକ ପନ୍ନୁ ।

Related posts

ଦେଶରେ ଦିନକରେ ୧,୩୩୫ କରୋନା ସଂକ୍ରମଣ ଚିହ୍ନଟ

mahabharatanews

ଦେଶରେ ୨୪ ଘଣ୍ଟା ମଧ୍ୟରେ ୧୩,୧୬୬ ଆକ୍ରାନ୍ତ ଚିହ୍ନଟ ଓ ୩୦୨ ଜଣ ମୃତ

mahabharatanews

 “ଆମେ ଲରେନ୍ସ ବିଷ୍ଣୋଇକୁ ଶେଷ କରିବୁ” : ସିନ୍ଦେ

mahabharatanews