ମନୋରଞ୍ଜନ

ଗୁରୁତର ଆହତ ହେଲେ ଅଭିନେତ୍ରୀ ଐଶ୍ବର୍ଯ୍ୟା ଓ ନାୟରା

(ମୁମ୍ବାଇ) : ଗୁରୁତର ହେଲେ ଅଭିନେତ୍ରୀ ଐଶ୍ବର୍ଯ୍ୟା ଶର୍ମା ଓ ନାୟରା ବନାର୍ଜି । ଖତରୋଁ କେ ଖିଲାଡି ସିଜନ-୧୩’ର ଆରମ୍ଭ ହୋଇଯାଇଛି।  ଏହି ସୋ’ରେ ଅଭିନେତ୍ରୀ ଐଶ୍ବର୍ଯ୍ୟା ଶର୍ମା ଓ ନାୟରା ବନାର୍ଜି ଗୁରୁତର ଆହତ ହୋଇଛନ୍ତି। ଐଶ୍ବର୍ଯ୍ୟା ସୋସିଆଲ ମିଡିଆରେ କିଛି ଫଟୋ ସେୟାର କରିଛନ୍ତି।

ସୂଚନାନୁଯାୟୀ , ଯେଉଁଥିରେ ତାଙ୍କ ହାତରେ ଗଭୀର ଭାବେ ଆଘାତ ଲାଗିଥିବା ଦେଖିବାକୁ ମିଳୁଛି। ନାୟରା ଏକ ସାକ୍ଷାତକାରରେ କହିଛନ୍ତି, ‘ସୋ’ରେ ଭାଗ ନେଇ ଖେଳୁଥିବା ବେଳେ ମୋତେ ପୋକମାନେ କାମୁଡ଼ି ଦେଇଥିଲେ। ଯେଉଁ କାରଣରୁ ମୋର ଶରୀର ବିଭିନ୍ନ ସ୍ଥାନରେ ଘା’ ହୋଇଯାଇଥିଲା। ଏଥିସହିତ ତେଜସ୍ବୀ ପ୍ରକାଶ ବି ଏହି ସୋ’ରେ ଭାଗ ନେଇ ଖେଳୁଥିବା ବେଳେ ତାଙ୍କ ଆଖିରେ ଆଘାତ ଲାଗିଥିଲା। ତାଙ୍କୁ ପାଣି ଭିତରେ କିଛି ଟାସ୍କ କରିବାର ଥିଲା।

Related posts

ପ୍ରଥମ ଥର ଏକାଠି ନଜର ଆସିବେ ଆର୍ଯ୍ୟନ-ଶାହରୁଖ

mahabharatanews

ବିଧାନସଭା ଆଗରେ ଓଡ଼ିଆ ଫିଲ୍ମ ପ୍ରଯୋଜିକା ସନଲିଶା ପଟେଲ

mahabharatanews

ଆଜି ରଜନୀକାନ୍ତଙ୍କ ୭୩ ତମ ଜନ୍ମ ଦିବସ

mahabharatanews