ଭାରତମନୋରଞ୍ଜନ

କିଙ୍ଗ ଖାନ ଲଞ୍ଚ କରିବେ ନିଜର ଓଟିଟି ଆପ

(ମୁମ୍ବାଇ) : ଶାହାରୁଖ ଖାନ ଦୀର୍ଘ ସମୟ ଧରି ଫିଲ୍ମ ଓ ସୋସିଆଲ ମିଡ଼ିଆଠୁ ନିଜକୁ ଦୁରେଇ ରଖିଥିଲେ । ତାଙ୍କୁ ପରଦାରେ ଦେଖିବାକୁ ଫ୍ୟାନ୍ସ ଚାହିଁ ରହିଛନ୍ତି। ଏହି ସମୟରେ ଶାହାରୁଖ ଏକ ବଡ଼ ଖୁସି ଖବର ଦେଇଛନ୍ତି। କିଙ୍ଗ ଖାନ ନିଜ ଷ୍ଟାଇଲରେ ଓଟିଟି ଆପ୍ ଲଞ୍ଚ କରିବାକୁ ଘୋଷଣା କରିଛନ୍ତି।

ସୂଚନାନୁଯାୟୀ , ଶାହରୁଖ ସୋସିଆଲ ମିଡିଆରେ ଏକ ପୋଷ୍ଟର ସେୟାର କରିଛନ୍ତି ଯେଉଁଥିରେ ତାଙ୍କ ଫଟୋ ରହିଛି। ଏହା ଉପରେ ଲେଖା ହୋଇଛି, ‘SRK + କମିଙ୍ଗ ସୁନ୍’। ଶାହାରୁଖ କ୍ୟାପସନରେ ଲେଖିଛନ୍ତି- ‘କୁଛ କୁଛ ହୋନେ ବାଲା ହୈ। ଓଟିଟି ଦୁନିଆରେ।’ ଯଦିଓ ଅଭିନେତା ତାଙ୍କ ପୋଷ୍ଟରେ କିଛି ସ୍ପଷ୍ଟ ଭାବରେ ଲେଖି ନାହାଁନ୍ତି, ସଲମାନ ଏହି ରହସ୍ୟକୁ ହଟାଇ ଦେଇଛନ୍ତି।

Related posts

ଏଥର ସଂସଦକୁ ସୁରକ୍ଷା ଦେବ CISF

mahabharatanews

ଜିଏସଟି ସ୍ଲାବକୁ ନେଇ ନିଷ୍ପତ୍ତି ପରେ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦିଲ୍ଲୀରେ କଲେ ପ୍ରେସମିଟ୍

mahabharatanews

୧୧ ତାରିଖରେ ପ୍ରଧାନମନ୍ତ୍ରୀ ତାମିଲନାଡୁ, କର୍ଣ୍ଣାଟକ ଗସ୍ତରେ ଜିବେ

mahabharatanews