ଓଡିଶାରାଜନୀତି

ନେତା ହେବାକୁ ଅଧିକାର ଥିଲା: ତାରା

ଭୁବନେଶ୍ବର:ଓଡିଶା ପିସିସି ମୁଖିଆ କିଏ ହେବ ତାହା ଉପରୁ ପରଦା ହଟିନି । ପିସିସି ସଭାପତିଙ୍କ ରେସରେ ଅନେକ କଂଗ୍ରେସ ନେତା ଥିବା ବେଳେ ଏହାରି ଭିତରେ ଦିଲ୍ଲୀ ଯାଇ ଫେରିଛନ୍ତି ବରିଷ୍ଠ କଂଗ୍ରେସ ବିଧାୟକ ତାରା ବାହିନୀ ପତି । ପିସିସି ସଭାପତି ନେଇ ତାରାଙ୍କୁ ପ୍ରଶ୍ନ କରାଯିବାରୁ କିଛି ବିସ୍ଫୋରକ ବୟାନ ଦେଇଛନ୍ତି ତାରା ।

ତେବେ ଏନେଇ ତାରା କହିଛନ୍ତି, କଂଗ୍ରେସ ବିଧାୟକ ଦଳ ନେତା ହେବାକୁ ମୋର ଅଧିକାର ଥିଲା, ହେଲେ କଲେନି । ଆଉ ଏବେ ପିସିସି ସଭାପତି ହେବା ପାଇଁ ମୋର ଇଚ୍ଛା ନାହିଁ । ହାଇକମାଣ୍ଡ ଯାହାକୁ ସଭାପତି କରିବେ ସେଥିରେ ତାରା ଖୁସି ହେବେ ବୋଲି କହିଛନ୍ତି । ଏହା ସହିତ ସେ ଏହା ବି କହିଛନ୍ତି, ପିସିସି ସଭାପତି ଦୌଡ଼ରେ ମୁଁ ନାହିଁ, କାହାକୁ ଅନୁରୋଧ କରି ମୋର ସଭାପତି ହେବାର ନାହିଁ ବୋଲି କହିଛନ୍ତି ତାରା ।

Related posts

ବୁନୁ-ବାଇଁଆ ହାତାହାତି

mahabharatanews

ବାଜାବାଜଣା ପଟୁଆରରେ ଅବସରପ୍ରାପ୍ତ ଏସପିଙ୍କୁ ବିଦାୟ ଦେଲେ ପୋଲିସ୍ ଓ ଜନସାଧାରଣ

mahabharatanews

ମୁଖ୍ୟମନ୍ତ୍ରୀଙ୍କ ବିବୃତିକୁ ବିରୋଧ କରି ଗୃହରେ ହୋହାଲ୍ଲା

mahabharatanews