ଓଡିଶା

ଆଜି ୧୨ ଘଣ୍ଟିଆ କୋରାପୁଟ  ବନ୍ଦ 

(କୋରାପୁଟ) : ଆଜି ୧୨ ଘଣ୍ଟିଆ କୋରାପୁଟ  ବନ୍ଦ । ବିଭିନ୍ନ ଦାବିକୁ ନେଇ ଆଜି ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଛି କଂଗ୍ରେସ। ଏହି ବନ୍ଦର ପ୍ରଭାବ ଜନଜୀବନକୁ ପ୍ରଭାବିତ କରିଛି। ଆଜି ଦୋକାନବଜାର, ବସ୍ ଓ ଟ୍ରକ୍ ଚଳାଚଳ ବନ୍ଦ ରହିଛି।

ସୂଚନାନୁଯାୟୀ ,୧୨ ଘଣ୍ଟିଆ ଜିଲ୍ଲାର ସୁଙ୍କି, ଚାନ୍ଦିଲି, କୋଟପାଡ, ବୋରିଗୁମ୍ମା, ଜୟପୁର, କୋରାପୁଟ, ଲମତାପୁଟ, ପଟ୍ଟାଙ୍ଗି ସହ ସବୁ ବ୍ଲକ ସଦର ମହକୁମା, ପୌରପାଳିକା ଓ ଏଏନସିରେ ସମ୍ପୂର୍ଣ୍ଣ ରୁପେ ବନ୍ଦ କରାଯାଇଥିବାର ଖବର ମିଳିଛି। ଫଳରେ  ଲୋକେ  ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିବା ଦେଖିବାକୁ ମିଳିଛି 

Related posts

ସୁରେଶ ମହାପାତ୍ର ମୁଖ୍ୟ ଶାସନ ସଚିବ ନିଯୁକ୍ତ, ପ୍ରଦୀପ ଜେନା ଉନ୍ନୟନ କମିଶନର

mahabharatanews

କିଏ ଜିତିବ ଭୁବନେଶ୍ୱର କ୍ଲବ?

mahabharatanews

ପଥର ଧସି ୩ ଜଣଙ୍କ ମୃତ୍ୟୁ

mahabharatanews