ଓଡିଶାପର୍ବ ପର୍ବାଣିଧୁମଧାମର ସହ ଚାଲିଛି ଚଇତି ପର୍ବ, ପରମ୍ପରାର ରଙ୍ଗରେ ରଙ୍ଗିନ କୋରାପୁଟ ମାଟିmahabharatanewsApril 3, 2026 by mahabharatanewsApril 3, 2026028 ଯୁଗ ବଦଳୁଛି, ଡିଜିଟାଲ ଦୁନିଆରେ ଆମେ ଆଗକୁ ବଢ଼ୁଛୁ, କିନ୍ତୁ ଏବେ ମଧ୍ୟ ଜୀବନ୍ତ ଅଛି ଆମ କୋରାପୁଟିଆ ଆଦିବାସୀ ମା ଭଉଣୀମାନଙ୍କ ଅମୂଲ୍ୟ ପରମ୍ପରା,କିଛି ଦିନ ଧରି କୋରାପୁଟ ଜିଲ୍ଲା ଲଷ୍ମୀପୂର ନିର୍ବାଚନ...
ଓଡିଶାମହାବୀର ଜୟନ୍ତୀ ଅବସରରେ ଜୟପୁର ସହରରେ ବିଶାଳ ଶୋଭାଯାତ୍ରାmahabharatanewsMarch 31, 2026 by mahabharatanewsMarch 31, 2026013 ଆଜି ପବିତ୍ର ମହାବୀର ଜୟନ୍ତୀ ଅବସରରେ ଜୟପୁର ସହରରେ ବିଶାଳ ଶୋଭାଯାତ୍ରା ବାହାରି ଉତ୍ସାହ ଓ ଭକ୍ତିଭାବର ସହିତ ପାଳନ କରାଯାଇଛି। ଭଗବାନ ମହାବୀରଙ୍କ ଜନ୍ମଜୟନ୍ତୀ ଉପଲକ୍ଷେ ଜୈନ ସମ୍ପ୍ରଦାୟ ସହିତ ସ୍ଥାନୀୟ ଲୋକମାନେ...
ଖେଳବି ଏସ ଏଫ ଓ ସିଆଇଏସଏଫ ତରଫରୁ ଅସ୍ତଶସ୍ତ୍ର ସହ ଡଗ ଶୋmahabharatanewsMarch 31, 2026 by mahabharatanewsMarch 31, 2026037 କୋରାପୁଟ ଜ଼ିଲ୍ଲା ଜୟପୁର ସ୍ଥିତ ରଜା ନଗର ପରିସରରେ ବିଏସଏଫ ଓ ସିଆଇଏସଏଫ ତରଫରୁ 60 ବର୍ଷ ପୂର୍ତ୍ତି ଅବସରରେ ସିଲଭର ଜୁବୁଲି ଉପଲକ୍ଷେ ଅସ୍ତ୍ରଶସ୍ତ୍ର ଓ ଡଗ ଶୋ ପ୍ରଦର୍ଶନୀ କରାଯାଇଥିଲା। ଏହି...
ଓଡିଶାପାତାଳି ନଦୀରେ ଡଙ୍ଗାବୁଡି ଜଣେ ମୃତ, ୪ ନିଖୋଜmahabharatanewsDecember 29, 2023 by mahabharatanewsDecember 29, 20230163 (କୋରାପୁଟ) : ନଦୀରେ ଡଙ୍ଗାବୁଡି ଜଣେ ମୃତ, ୪ ନିଖୋଜ । ପାତାଳି ନଦୀ ତାନସିଂ ଘାଟରେ ଅଘଟଣ । ଆଜି ଅପରାହ୍ନରେ ଏକ ପାରିବାରିକ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଯାଉଥିବା ବେଳେ ଏପରି...
ଓଡିଶାକାର୍ତିକ ମାସରେ ଅଦା ମହଙ୍ଗା mahabharatanewsOctober 31, 2023 by mahabharatanewsOctober 31, 20230108 (କୋରାପୁଟ) : କାର୍ତିକ ମାସ ପାଇଁ ପାରିବ ସଙ୍ଗେ ବଢ଼ିବାରେ ଲାଗିଛି ଅଦା ଦର । ତେବେ କୋରାପୁଟ ଜିଲ୍ଲାରେ ଅଦା ଅମଳ ଶେଷ ହୋଇନି। ଏପଟେ ବଜାରରୁ କିଲୋ ପିଛା ଦର ୨୯୦ଟଙ୍କା ରହିଛି।...
ଓଡିଶାକଳାଜିରା ଧାନକୁ ଜି.ଆଇ ଟ୍ୟାଗ୍mahabharatanewsSeptember 2, 2023 by mahabharatanewsSeptember 2, 20230184 (କୋରାପୁଟ) : କଳାଜିରା ଧାନକୁ ମିଳିଲା ଜି.ଆଇ ଟ୍ୟାଗ୍। ନାବାର୍ଡ ଏବଂ ଓଡ଼ିଶା ସରକାରଙ୍କ ସହଯୋଗରେ କୃଷି ଏବଂ କୃଷକ ସଶକ୍ତିକରଣ ବିଭାଗ, କୃଷକ ଉତ୍ପାଦକ କମ୍ପାନି ଜୈବିକ୍ ଏସଆରଆଇ “କୋରାପୁଟ କାଲାଜିରା ଚାଉଳ” ପାଇଁ...
ଓଡିଶାପାହାଡ ଧସି ଟ୍ରେନ ଲାଇନରେ ବଡ଼ ବଡ଼ ପଥର , ଟ୍ରେନ ବାତିଲmahabharatanewsJuly 11, 2023 by mahabharatanewsJuly 11, 20230159 (କୋରାପୁଟ) : ଥମୁନି ଟ୍ରେନ ସମସ୍ୟା । ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଟ୍ରାକରେ ସାପ ବିଷୟ ମନରୁ ଲିଭି ନଥିବାବେଳେ ଆଜି ବୋରାଘୁଲାଉ-କୋରାକାବାଲସା ମଧ୍ୟରେ ଏକ ବଡ ପଥରଖଣ୍ଡ ଟ୍ରେନ ଲାଇନରେ ପଡିଛି। ପ୍ରବଳ...
ଓଡିଶାରାଜଧାନୀ ପରେ କୋରାପୁଟରେ ଡେଙ୍ଗୁ ଆତଙ୍କ mahabharatanewsJuly 3, 2023 by mahabharatanewsJuly 3, 20230143 (କୋରାପୁଟ) : ରାଜଧାନୀ ପରେ କୋରାପୁଟ ଜିଲ୍ଲାକୁ ପୁଣି ଫେରିଲା ଡେଙ୍ଗୁ। ଗତକାଲି ଦୁଇ ଜଣ ଏବଂ ଆଜି ଆଉ ଦୁଇ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସମସ୍ତ ଆକ୍ରାନ୍ତ କୋରାପୁଟ ମିଶନ କମ୍ପାଉଣ୍ଡ...
ଓଡିଶା୪୫ମିନିଟରେ ୨୧ହଜାର ୯୧ଥର ବିଜୁଳିମାଡ଼ mahabharatanewsMay 22, 2023 by mahabharatanewsMay 22, 20230127 (କୋରାପୁଟ) : କୋରାପୁଟ ଜିଲ୍ଲାରେ ରବିବାର ଦିନ ପ୍ରକୃତି ପୁଣି ଭୟଙ୍କର ରୂପ ନେଇଛି । ପ୍ରଚଣ୍ଡ ଶବ୍ଦ କରି ଆକାଶରୁ ବିଜୁଳି ଖସିଥିବା ବେଳେ ସାରାଜିଲ୍ଲା ଥରିଉଠିଛି। ୪୫ମିନିଟ୍ ମଧ୍ୟରେ ଆକାଶ ୨୧ହଜାର ୯୧ଥର...
ଓଡିଶାଆଜି ୧୨ ଘଣ୍ଟିଆ କୋରାପୁଟ ବନ୍ଦ mahabharatanewsMay 9, 2023 by mahabharatanewsMay 9, 20230142 (କୋରାପୁଟ) : ଆଜି ୧୨ ଘଣ୍ଟିଆ କୋରାପୁଟ ବନ୍ଦ । ବିଭିନ୍ନ ଦାବିକୁ ନେଇ ଆଜି ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଛି କଂଗ୍ରେସ। ଏହି ବନ୍ଦର ପ୍ରଭାବ ଜନଜୀବନକୁ ପ୍ରଭାବିତ କରିଛି। ଆଜି ଦୋକାନବଜାର, ବସ୍ ଓ...