ଓଡିଶା

ନୂଆପଡ଼ାରେ ବାଘ ମୃତ୍ୟୁ

(ନୂଆପଡ଼ା) : ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ବାଘର ମୃତ୍ୟୁ ସଂଖ୍ୟ । ତେବେ ଏହି କ୍ରମରେ ନୂଆପଡ଼ାରେ ଚିକିତ୍ସାଧୀନ ଅବସ୍ଥାରେ ବାଘର ମୃତ୍ୟୁ ଘଟିଛି। ରାତି ୧୨ଟା ୧୫ ମିନିଟ ସମୟରେ ଉକ୍ତ ବାଘର ପ୍ରାଣହାନି ଘଟିଛି। ଏନେଇ ସୂଚନା ଦେଇଛନ୍ତି ଏସିଏଫ୍ ।

 

ସୂଚନାନୁଯାୟୀ , ଜଙ୍ଗଲରୁ ଉଦ୍ଧାର ହୋଇଥିବା ଅସୁସ୍ଥ ବାଘକୁ ଦୀର୍ଘ ୨୨ ଦିନ ହେଲା ଚିକିତ୍ସା ହେଉଥିଲା । ଦେହ ଅସୁସ୍ଥ ହେତୁ ଖାଦ୍ୟ ଗ୍ରହଣ କରୁବାକୁ ସକ୍ଷମ ନଥିଲା। ତେଣୁ ତାହାର ମୃତ୍ୟୁ ହିଥିବା ସୂଚନା ମିଳିଛି ଅନ୍ୟପକ୍ଷରେ ବିଶେଷଜ୍ଞ ଦଳ ବିଭିନ୍ନ ଚିକିତ୍ସା କରି ବାଘ ୩/୪ ପ୍ରକାର ରୋଗରେ ଆକ୍ରାନ୍ତ ହୋଇଥିବା ସୂଚନା ଦେଇଥିଲେ।

 

Related posts

ସକ୍ରିୟ ଲଘୁଚାପ, ଆଜି  ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା

mahabharatanews

ବିନା ଅନୁମତିରେ ସ୍କୁଲ କ୍ୟାମ୍ପସ୍‌ ଭିତରେ ପଶି ପରିବେନି ଗଣମାଧ୍ୟମ ପ୍ରତିନିଧି

mahabharatanews

ମୋଟୁ ଠାରେ ମାଲ୍ୟବନ୍ତ ମହୋତ୍ସବ ଆରମ୍ଭ

mahabharatanews