Uncategorized

ଜାଣନ୍ତୁ ପ୍ରଭୁଙ୍କ ସହ ଜଡିତ ୮ଜଣଙ୍କ ବିଷୟରେ

(ମହାଭାରତ): ମହାଭାରତ ଯୁଦ୍ଧର ଘଟଣା ମାନ ଏବେ ବି ରହସ୍ୟ ଘେରରେ ଅଛି । ଏଭିତରେ ଏକ ଅଜଣା ରହସ୍ୟ ଅ।ଜି ବି ଅନେକଙ୍କୁ ବିସ୍ମିତ କରେ । ଏହା ପଛର ପ୍ରକୃତ କାରଣ ଏବେ ବି ପଦାକୁ ଅ ।ସିନାହିଁ । ଏହି ଯୁଦ୍ଧରେ ଶ୍ରୀକୃଷ୍ଣଙ୍କ ସହ ଜଡିତ ବିଭିନ୍ନ ଘଟଣା ଗୁଡିକ ୮ ଅଙ୍କ ସହ ଯେପରି ଜଡିତ ମହାଭାରତ ଯୁଦ୍ଧ ସହ ୧୮ ଅଙ୍କ ବି ଅନୁରୂପ ଭାବେ ଜଡିତ । ତେବେ ଅ।ସନ୍ତୁ ଅ।ଜି ଏହି ଘଟଣା ଗୁଡିକର ରହସ୍ୟ ବିଷୟରେ ଜାଣିବା:
ଶ୍ରୀକୃଷ୍ଣ ଓ ଅଙ୍କ ୮:
୧. ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମ ଅଷ୍ଟମ ଅବତାରରେ ଦ୍ୱାପର ଯୁଗରେ ହିଁ ହୋଇଥିଲା ।
୨. ଶ୍ରୀକୃଷ୍ଣ ପିତା ଦଶରଥ ମା’ ଦେବକୀ ଓ ବାସୁଦେବଙ୍କର ଅଷ୍ଟମ ସନ୍ତାନ ଥିଲେ ।
୩. ଶ୍ରୀକୃଷ୍ଣଙ୍କ ଜନ୍ମ କୃଷ୍ଣ ପକ୍ଷ ରାତ୍ରିରେ ସାତ ମୁହୂର୍ତ ପରେ ଅଷ୍ଟମ ମୁହୁର୍ତରେ ଅଷ୍ଟମୀ ଦିନ ୩୧୧୨ ଖ୍ରୀଷ୍ଟ ପୂର୍ବରେ ହୋଇଥିଲା ।
୪. ଶ୍ରୀ କୃଷ୍ଣଙ୍କର ମଧ୍ୟ ୮ ଜଣ ପତ୍ନୀ ଥିଲେ ।
୫. ଶ୍ରୀକୃଷ୍ଣଙ୍କର ୮ ଜଣ ସକ୍ଷୀ ମଧ୍ୟ ଥିଲେ ।
୬. ଏମିତିକି ତାଙ୍କର ୮ ଜଣ ସଖା ବି ଥିଲେ ।
ମହାଭାରତ ସହ ୧୮ ଅଙ୍କର ରହସ୍ୟ:
୧. ମହାଭାରତ ପୁସ୍ତକରେ ସମୁଦାୟ ୧୮ ଟି ଅଧ୍ୟାୟ ଅଛିା
୨. ଯୁଦ୍ଧର ଠିକ ପୂର୍ବରୁ କୃଷ୍ଣ ୧୮ ଦିନ ପର୍ଯ୍ୟନ୍ତ ଅର୍ଜୁନଙ୍କୁ ଜ୍ଞାନ ଦେବା ସହ ଗୀତାରେ ମଧ୍ୟ ୧୮ ଟି ଅଧ୍ୟାୟ ଅଛି ।
୩. ମହାଭାରତର ମହଯୁଦ୍ଦ ବି ୧୮ ଦିନ ଧରି •ଲିଥିଲା ।
୪. କୌରବ ଓ ପାଣ୍ଡବଙ୍କର ସମୁଦାୟ ୧୮ ଅକ୍ଷ୍ୟହୀଣୀ ସୈନ୍ୟ ଥିଲେ । ସେମାନଙ୍କ ଭିତରୁ କୌରବଙ୍କର ୧୧ ଅକ୍ଷ୍ୟହୀଣୀ ଥିବା ବେଳେ ପାଣ୍ଡବଙ୍କର ଥିଲେ ୭ ଅକ୍ଷ୍ୟହୀଣୀ ସୈନ୍ୟ ।
୫. ଏହି ଯୁଦ୍ଧର ପ୍ରମୁଖ ସୂତ୍ରଧରଙ୍କ ସଂଖ୍ୟା ବି ୧୮ ହିଁ ଥିଲା ।
୬. ଏମିତିକି ଯୁଦ୍ଧ ଶେଷ ପରେ ୧୮ ଜଣ ଯୋଦ୍ଧା ହିଁ ଜୀବିତ ଥିଲେ ।
୭. ମହାଭାରତ ରଚନା କରିଥିବା ରୁଷି ବେଦବ୍ୟାସ ବି ନିଜ ଜୀବନ କାଳ ଭିତରେ ୧୮ ଗୋଟି ପୁରାଣର ରଚନା କରିଥିଲେ ।

Related posts

କରୋନା ମୃତ୍ୟୁ ବିଶ୍ୱରେ ୧ ଲକ୍ଷ ୯୭

mahabharatanews

ଜର୍ମାନରୁ ଉଠିବ ଲକଡାଉନ: ଅଗଷ୍ଟ ୩୧ ପର୍ଯ୍ୟନ୍ତ ଜନସମାବେଶ ଉପରେ ପ୍ରତିବନ୍ଧକ

mahabharatanews

କୂଅରେ ବୁଡି ଦୁଇ ମହିଳାଙ୍କ ମୃତ୍ୟୁ

mahabharatanews

Leave a Comment