ଓଡିଶା

ରେଢ଼ାଖୋଲରେ ଗୁଳିବିଦ୍ଧ ଦନ୍ତା ହାତୀର ଜୀବନ ସଙ୍କଟ

ରେଢ଼ାଖୋଲ ବନଖଣ୍ଡ ନାକଟିଦେଉଳ ରେଞ୍ଜର ପେଣ୍ଠବାହାଳ ଜଙ୍ଗଲରେ ଗୁଳିବିଦ୍ଧ ଅବସ୍ଥାରେ ଏକ ଦନ୍ତା ହାତୀ ଘୂରି ବୁଲୁଛି। ହାତୀଟିର ଆଗ ବାମ ଗୋଡ଼ରେ ଗୁଳି ବାଜିଥିବା ସୂଚନା ମିଳିଛି। ଗତ ୮ ଦିନ ଧରି ହାତୀଟି ଛୋଟେଇ ଛୋଟେଇ ବୁଲୁଥିବା ବେଳେ, ତାକୁ ଠାବ କରି ଚିକିତ୍ସା କରିବା ପାଇଁ ବନ ବିଭାଗର ଦୁଇଟି ଟିମ୍ ଡ୍ରୋନ୍ କ୍ୟାମେରା ସହାୟତାରେ ଖୋଜାଖୋଜି ଜାରି ରଖିଛନ୍ତି। ଶିକାରୀ ଗୁଳି କରିଥିବା ସନ୍ଦେହ କରାଯାଉଥିବା ବେଳେ, ତୁରନ୍ତ ଚିକିତ୍ସା ନମିଳିଲେ ହାତୀର ଜୀବନ ପ୍ରତି ବିପଦ ଆଶଙ୍କା ରହିଛି।

Related posts

ଜଗନ୍ନାଥ ମନ୍ଦିରରେ ଅଗ୍ନିକାଣ୍ଡ: ଲୋକେ ଅ।ତଙ୍କିତ

mahabharatanews

ଆସନ୍ତାକାଲି ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ

mahabharatanews

ରତ୍ନ ଭଣ୍ଡାର ନଖୋଲିବାକୁ ହୋଇଛି ଯୋଜନା: ସୁଦର୍ଶନ

mahabharatanews