ଓଡିଶାରେଢ଼ାଖୋଲରେ ଗୁଳିବିଦ୍ଧ ଦନ୍ତା ହାତୀର ଜୀବନ ସଙ୍କଟmahabharatanewsOctober 17, 2026 by mahabharatanewsOctober 17, 202601 ରେଢ଼ାଖୋଲ ବନଖଣ୍ଡ ନାକଟିଦେଉଳ ରେଞ୍ଜର ପେଣ୍ଠବାହାଳ ଜଙ୍ଗଲରେ ଗୁଳିବିଦ୍ଧ ଅବସ୍ଥାରେ ଏକ ଦନ୍ତା ହାତୀ ଘୂରି ବୁଲୁଛି। ହାତୀଟିର ଆଗ ବାମ ଗୋଡ଼ରେ ଗୁଳି ବାଜିଥିବା ସୂଚନା ମିଳିଛି। ଗତ ୮ ଦିନ ଧରି...
ଓଡିଶାନାକଟିଦେଉଳ ଶିବମନ୍ଦିର ଛକ ନିକଟରେ କାର ଦୁର୍ଘଟଣା, ୭୧ କେଜି ଗଞ୍ଜେଇ ଜବତmahabharatanewsOctober 16, 2026 by mahabharatanewsOctober 16, 2026013 ରେଢ଼ାଖୋଲ ଉପଖଣ୍ଡ ନାକଟିଦେଉଳ ଶିବମନ୍ଦିର ଛକ ନିକଟରେ ଏକ କାର ଦୁର୍ଘଟଣାଗ୍ରସ୍ତ ହେବା ପରେ ଗାଡ଼ିରୁ ୭୧ କେଜି ଗଞ୍ଜେଇ ଜବତ କରିଛି ନାକଟିଦେଉଳ ପୋଲିସ। ଏହି ଘଟଣାକୁ ନେଇ ଅଞ୍ଚଳରେ ଚର୍ଚ୍ଚା ଜୋର...