ଓଡିଶା

ବଢିଲା LPG ସିଲିଣ୍ଡର୍ ବୁକିଂ ଅବଧି

ବଢିଲା LPG ସିଲିଣ୍ଡର୍ ବୁକିଂ ଅବଧି. ଗୋଟିଏ ସିଲିଣ୍ଡର ପାଇବାର ୨୫ ଦିନ ପରେ ଆଉ ଗୋଟିଏ ବୁକିଂ । ପୂର୍ବରୁ ୧୫ରୁ ୨୧ ଦିନ ମଧ୍ୟରେ ଆଉ ଗୋଟିଏ ବୁକିଂ ହେଉଥିଲା। ବୁକିଂ ଅବଧି ୨୧ରୁ ୨୫ ଦିନକୁ ବୃଦ୍ଧି କରାଯାଇଥିବା ସୂଚନା। କଳାବଜାରୀ ରୋକିବାକୁ ସରକାରଙ୍କ ବଡ଼ ପଦକ୍ଷେପ।

Related posts

ଏୟାର ସୋ ଲାଗି ଭୁବନେଶ୍ୱରରେ ପହଞ୍ଚିଲା ଏନ-୩୨ ବିମାନ

mahabharatanews

ସଟଡାଉନ ପାଇଁ ମାଟ୍ରିକ ଖାତା ଦେଖା ବାଧାପ୍ରାପ୍ତ

mahabharatanews

ପୋଲିସ ଓ ଗୋରୁ ମାଫିଆ ମୁହାଁମୁହିଁ, ୫ ଜଣ ଅଟକ

mahabharatanews