ଓଡିଶା

ମା ଦକ୍ଷିଣେଶ୍ବରୀ କାଳିସି ଘଟ ପୂଜା ମହା ଆଡମ୍ବରରେ ଅନୁଷ୍ଠିତ…

ତେଲୁଗୁ ସମ୍ପ୍ରଦାୟ ର ପ୍ରସିଦ୍ଧ ମା ଦକ୍ଷିଣେଶ୍ବରୀ କାଳିସି ଘଟ ପୂଜା ମହା ଆଡମ୍ବର ରେ ଅନୁଷ୍ଠିତ । ପ୍ରାୟ 200 ବର୍ଷରୁ ଉର୍ଧ୍ଵ ଧରି ତେଲୁଗୁ ପରମ୍ପରା ଅନୁଯାଇ ପାଳନ କରାଯାଉଛି ମା ଙ୍କର ଘଟ ପୂଜା । ଏହି ଅବସରରେ ଏକ ବିରାଟ ଶୋଭାଯାତ୍ରା ତେଲୁଗୁ ବସ୍ତି ନିକଟରୁ ବାହାରି ଚାନ୍ଦବାଲି ବଜାର ପରିକ୍ରମା କରିବା ପରେ ସ୍ଥାନୀୟ ଦୁର୍ଗା ପଡିଆ ନିକଟରେ ପରମ୍ପରା ଅନୁସାରେ ପୂଜାର୍ଚନା କରାଯାଇଛି । ଶତାଧିକ ତେଲୁଗୁ ସମ୍ପ୍ରଦାୟ ର ଲୋକେ ଏହି ଉତ୍ସବ ରେ ସାମିଲ ହେବା ସହ ପୂଜା ଶେଷରେ ଭୋଜିର ଆୟୋଜନ କରାଯାଇଥିଲା lS ।

Related posts

ସାଇକ୍ଲୋନ ଆସାନି ନାମର ଅର୍ଥ କ ‘ଣ?

mahabharatanews

୨୨ରୁ ଧାରଣାରେ ବସିବେ ବସ ମାଲିକ , ୧ରୁ ବସ୍‌ ଧର୍ମଘଟ

mahabharatanews

ସାଇକେଲ ଚୋରି: ସିସିଟିଭି କ୍ୟାମେରାରେ ଅଭିଯୁକ୍ତ କଏଦ

mahabharatanews