ଓଡିଶାମନୋରଞ୍ଜନ

ଚନ୍ଦ୍ରଭାଗା ବେଳାଭୁମିରେ ମେକ ଇନ ଓଡିଶା ଓ ଭାରତୀୟ କଳା ସସ୍କୃତି ଜୀବନ୍ତ ହୋଇଛି

କୋଣାର୍କ : ଚନ୍ଦ୍ରଭାଗା ବେଳା ଭୂମିରେ ବାଲୁକା ଶିଳ୍ପୀର ବାଲୁକା କଳା ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିଛି । ଆର୍ନ୍ତଜାତୀୟ ବାଲୁକା କଳାର ୪ର୍ଥ ଦିବସରେ ବାଲୁକା ଶିଳ୍ପୀ ମାନେ ମେକ ଇନ ଓଡିଶା ଓ ଭାରତୀୟ କଳା ସଂସ୍କୃତି କୁ ବାଲି ରେ ଜୀବନ୍ତ କରିଛନ୍ତି । ବିଶେଷ କରି ମେକ ଇନ ଓଡିଶା ରେ ଓଡ଼ିଶାଅଗ୍ରଗତି ପଥରେ ଆଗେଇବର ଝଲକ ଦେଖିବାକୁ ଚେଷ୍ଟା କରିଥିବା ବେଳେ ଭାରତୀୟ ସଂସ୍କୃତିରେ ବିଭିନ୍ନ ରାଜ୍ୟର କଳା ସଂସ୍କୃତି କୁ ଦେଖାଇଛନ୍ତି ବାଲୁକା ଶିଳ୍ପୀ ।

Related posts

କିନ୍ନରଙ୍କ ପାଇଁ ସରକାରଙ୍କ ନୂଆ ଯୋଜନା ‘ସ୍ବୀକୃତି’

mahabharatanews

ରାଉରକେଲାରେ ସେରୋ ସର୍ଭେ

mahabharatanews

ଓଡ଼ିଶାରେ କରୋନା; କେପି.୨ର ୧୭ ମାମଲା

mahabharatanews