ଖେଳଭାରତମନୋରଞ୍ଜନ

ରିୟାଲିଟି ଶୋ’ ଝଲକ ଦିଖଲା ଜା’ର ସିଜିନ-୧୦ରେ ନଜର ଆସିବେ ଦୂତୀ ଚାନ୍ଦ

ଭୁବନେଶ୍ୱର : ନୂଆ ଅନ୍ଦାଜରେ ନଜର ଆସିବେ । କଲର୍ସର ଲୋକପ୍ରିୟ ରିୟଲିଟି ଶୋ ଝଲକ ଦିଖଲା ଜା’ର ସିଜିନ୍ -୧୦ ରେ ନଜର ଆସିବେ ଅଲିମ୍ପିଆନ୍ ଦୂତୀ ଚାନ୍ଦ । ଏହି ଶୋ’ ପାଇଁ ପୂର୍ବରୁ ବହୁବାର ଅଫର ମିଳିଥି ଦୂତୀଙ୍କୁ ହେଲେ ବ୍ୟସ୍ତତା ଯୋଗୁଁ ସେଥିରେ ସେ ସାମିଲ ହୋଇପାରୁନଥିଲେ । ଟୋକିଓ ଅଲିମ୍ପିକ୍ସ ଓ ବର୍ମିଂହାମ ରାଜ୍ୟ ଗୋଷ୍ଠୀ କ୍ରୀଡା ପାଇଁ ବ୍ୟସ୍ତ ଥିବାରୁ ସେ ଯୋଗ ଦେଇପାରିନଥିଲେ ।
ଏସୀୟ କ୍ରୀଡା ଗୋଟିଏ ବର୍ଷ ଘୁଞ୍ଚିବା ପରେ ଝଲକ ଦିଖଲା ଜା’ର ସିଜିନ୍ -୧୦ରେ ସାମିଲ ହେଉଛନ୍ତି ଦୂତୀ । ତେବେ ଜଣେ ପ୍ରଥମ ଓଡ଼ିଆ କ୍ରିଡାବିତ ଭାବେ ଏତେ ବଡ଼ ରିଆଲିଟି ଶୋ’ରେ ସାମିଲ ହେବାକୁ ଯାଉଛନ୍ତି ଦୂତୀ ।

Related posts

ଡିଗ୍ରୀ ହାସଲ କଲେ ସୁପରଷ୍ଟାର ରାମଚରଣ

mahabharatanews

ଆଜି ମୁକ୍ତିଲାଭ କରିବ ଅକ୍ଷୟ କୁମାରଙ୍କ ଚଳଚ୍ଚିତ୍ର ଓଏମଜି-୨

mahabharatanews

ଚନ୍ଦ୍ର ବାବୁ ନାଇଡୁଙ୍କୁ ନିର୍ବାଚନ ଆୟୋଗର ନୋଟିସ

mahabharatanews