ଭାରତ

ଥମୁନି ମଣିପୁର ହିଂସା : ଜୁଲାଇ ୮ ପର୍ଯ୍ୟନ୍ତ ସମସ୍ତ ବିଦ୍ୟାଳୟ ବନ୍ଦ

(ମଣିପୁର) : ଥମିବାର ନାଁ ଧରୁନି ମଣିପୁର ହିଂସା । ଧୀରେ ଧୀରେ ଉତ୍ତେଜନା ଜୋର ଲାଗି ରହିଛି । ମେ ମାସ ଆରମ୍ଭରୁ ଆରମ୍ଭ ହୋଇଥିବା ହିଂସା ବନ୍ଦ ହେବାର ନାମ ନେଉନାହିଁ । ହିଂସା କାରଣରୁ ରାଜ୍ୟରେ ଅଶାନ୍ତି ଓ ଉତ୍ତେଜନା ବ୍ୟାପିଥିବାରୁ ରାଜ୍ୟ ସରକାର ଜୁଲାଇ ୮  ପର୍ଯ୍ୟନ୍ତ ସମସ୍ତ ବିଦ୍ୟାଳୟ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ସୂଚନାନୁଯାୟୀ , ରାଜ୍ୟରେ ଚାଲିଥିବା ଉତ୍ତେଜନାକୁ ଦୃଷ୍ଟିରେ ରଖି ସରକାର ଜୁଲାଇ ୩୦ ପର୍ଯ୍ୟନ୍ତ ସମସ୍ତ ସ୍କୁଲ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ । ଏହା ପରେ ପରିସ୍ଥିତିକୁ ନଜରରେ ରଖି ଏହାକୁ ବୃଦ୍ଧି କରାଯାଇଛି । ଯେଉଁ କାରଣରୁ କେତେକ ଅଞ୍ଚଳରେ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଥିଲା । ମଣିପୁରର ଅଧିକାଂଶ ଜିଲ୍ଲାରେ ପରିସ୍ଥିତି ନିୟନ୍ତ୍ରଣରେ ରହିଛି ଏବଂ ସ୍ୱାଭାବିକ ଅବସ୍ଥା ଫେରି ଆସୁଛି ବୋଲି ଅଧିକାରୀମାନେ ସୂଚନା ଦେଇଛନ୍ତି । ଅନ୍ୟପଟେ କୁହାଯାଉଥିଲା କି ମଣିପୁର ମୁଖ୍ୟମନ୍ତ୍ରୀ ଇସ୍ତଫା ଦେବେ ବୋଲି କିନ୍ତୁ ପରେ ତାହା ମୁଖ୍ୟମନ୍ତ୍ରୀ ତାହା ନିଜେ ସ୍ୱଷ୍ଟ କରିଛନ୍ତି ଏଭଳି ପରିସ୍ଥିତିରେ ସେ ଇସ୍ତଫା ଦେବେନାହିଁ  ।

Related posts

‘ସେଲା ଟନେଲ’କୁ ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

mahabharatanews

ଶାଳୀ ଓ ସାବତ ଝିଅକୁ ଯୌନ ଶୋଷଣ କରୁଥିଲେ ସବ୍‌-ଇନ୍ସପେକ୍ଟର; ଅଭିଯୋଗ ଆଣିଲେ ସ୍ତ୍ରୀ

mahabharatanews

କେଜ୍ରିୱାଲଙ୍କ ପାଇଁ ‘ଏପ୍ରିଲ ୭’ରେ ଉପବାସ 

mahabharatanews