ଖେଳ

ଆଖି ବୁଜିଲେ ମାଓବାଦୀ ଆନନ୍ଦ

(ମାଲକାନଗିରି) : ଆଖି ବୁଜିଲେ  ମାଓବାଦୀ ସଂଗଠନର କେନ୍ଦ୍ରୀୟ କମିଟି ପଲିଟ୍‌ ବ୍ୟୁରୋ ବରିଷ୍ଠ ସଦସ୍ୟ ଆନନ୍ଦ ଓରଫ କଟକମ୍ ସୁଦର୍ଶନ । ୬୯ବର୍ଷ ବୟସରେ ଚିକିତ୍ସା ଅଭାବ ଯୋଗୁ ୩୧ତାରିଖ ମଧ୍ୟାହ୍ନ ୧୨ଟା ୨୦ ମିନଟ୍‌ରେ ହୃଦଘାତରେ ମୃତ୍ୟୁବରଣ କରିଥିବା ମାଓବାଦୀ ସୂଚନା ଦେଇଛନ୍ତି।

ସୂଚନାନୁଯାୟୀ ,  ସଂଗଠନ ପାଇଁ ବଡ଼ କ୍ଷତି ହୋଇଥିବାରୁ ଜୁନ୍‌ ୫ରୁ ଅଗଷ୍ଟ ୩ତାରିଖ ପର୍ଯ୍ୟନ୍ତ ଦୁଇ ମାସ ଧରି ସାରାଦେଶରେ ଶୋକ ପାଳନ କରାଯିବ ବୋଲି କେନ୍ଦ୍ରୀୟ କମିଟି ମୁଖପାତ୍ର ଅଭୟ ପ୍ରକାଶ କରିଛନ୍ତି। ୨୦୦୧ ମସିହାରେ ମାଓବାଦୀ ସଂଗଠନର ପଲିଟ୍‌ ବ୍ୟୁରୋ ସଦସ୍ୟ ମନୋନୀତ ହୋଇଥିଲେ। ୨୦୧୭ ମସିହା ପର୍ଯ୍ୟନ୍ତ ଆଞ୍ଚଳିକ ବ୍ୟୁରୋ ସଚିବ ଦାୟିତ୍ବ ନିର୍ବାହ କରି ସ୍ବେଚ୍ଛାକୃତ ଭାବେ ପଦବି ଛାଡ଼ିଥିଲେ। କେବଳ ପଲିଟ୍‌ ବ୍ୟୁରୋ ସଦସ୍ୟ ଭାବେ କାର୍ଯ୍ୟ କରୁଥିଲେ।

 

Related posts

ଟି-୨୦ ବିଶ୍ୱକପ କ୍ରିକେଟ ଲାଗି ଟିମ ଘୋଷଣା କଲା ବାଂଲାଦେଶ

mahabharatanews

୧୬ରୁ ସର୍ବ ଭାରତୀୟ ହକି ପ୍ରତିଯୋଗିତା -୨୦୧୯

mahabharatanews

ଲକ୍ଷ୍ମଣ ହେଲେ NCAର ନୂଆ ମୁଖିଆ

mahabharatanews