ଓଡିଶା

ରାଷ୍ଟ୍ରୀୟ ମର୍ଯ୍ୟାଦାରେ ଓଡ଼ିଆ ଯବାନଙ୍କ ହେବ ଶେଷକୃତ୍ୟ 

(ବରଗଡ଼) : ଗାଁରେ ପହଞ୍ଚିଲା ଓଡ଼ିଆ ଯବାନଙ୍କ ମରଶରୀର। ଜନ୍ମମାଟି ଭେଡେନ ବ୍ଲକ ବାଘପାଲି ଗାଁରେ ହେବ ଶେଷକୃତ୍ୟ । ସମ୍ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ହିନ୍ଦୁ ରୀତିନୀତି ଅନୁସାରେ ଶେଷକୃତ୍ୟ ସମ୍ପନ୍ନ କରାଯିବ । ସାହାରାଟିକ୍ରାଠାରେ ବିଭିନ୍ନ ସଂଗଠନ ପକ୍ଷରୁ ବାଇକ୍ ଶୋଭାଯାତ୍ରା କରାଯିବ ।

ସୂଚନାନୁଯାୟୀ ,  ଶୁକ୍ରବାର ରାତିରେ ପାଟ୍ରୋଲିଂରେ ଥିବାବେଳେ ସଡ଼କ ଦୁର୍ଘଟଣାରେ ସହିଦ ହୋଇଥିଲେ । ଗାଡି ଦୁର୍ଘଟଣା ଯୋଗୁ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ତାଙ୍କ ମୃତ୍ୟୁ ଖବରରେ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି । ରବିବାର ପ୍ରଥମେ ତାଙ୍କ ପାର୍ଥିବ ଶରୀରକୁ ଆର୍ମି କ୍ୟାମ୍ପରୁ ଏୟାରଲାଇନ ବିମାନ ଯୋଗେ ଦିନ ଗୋଟାଏରେ କୋଲକାତାକୁ ଅଣାଯାଇଥିଲା । ସେଠାରୁ ଅପରାହ୍ନ ୩ଟାରେ ଆମ୍ବୁଲାନ୍ସ ଯୋଗେ ସିଧାସଳଖ ରବିବାର ରାତିରେ ବରଗଡ଼ ଅଣାଯାଇଛି ।

Related posts

କାନ୍ଧ ଦେଲାନି ପରିବାର, ମୁଖାଗ୍ନି ଦେଲେ କମିଶନର  

mahabharatanews

ହାଇକୋର୍ଟରେ ରାଜ୍ୟରେ ହାତୀ ମୃତ୍ୟୁ ସମ୍ପର୍କିତ ମାମଲା

mahabharatanews

ବିପଦ ସଙ୍କେତ ଉପରେ ବୈତରଣୀ ନଦୀ, ଚିନ୍ତାରେ ତଳିଆ ଅଞ୍ଚଳ ଲୋକେ

mahabharatanews